Author: TRUPTIMAYEE SAHOO

ଭାରତର ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଛନ୍ତି ଯେ ଯେଉଁମାନେ ହିନ୍ଦୁ ଧର୍ମ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ ଧର୍ମକୁ ଗ୍ରହଣ କରନ୍ତି ସେମାନେ ଅନୁସୂଚିତ ଜାତିର (SC) ମାନ୍ୟତା ଦାବି କରିପାରିବେ ନାହିଁ କି SC/ST (ଅତ୍ୟାଚାର ନିବାରଣ) ଆଇନ ଅନୁଯାୟୀ ସୁରକ୍ଷା ଲୋଡ଼ିପାରିବେ ନାହିଁ । ବିଚାରପତି ପି. କେ. ମିଶ୍ର ଏବଂ ଏନ. ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ଏକ ରାୟକୁ ସମର୍ଥନ କରିଛନ୍ତି ଉଭୟ ବିଚାରପତି । ଯାହା ଥିଲାକି , ”ଯେ ଜଣେ ବ୍ୟକ୍ତି ଖ୍ରୀଷ୍ଟିଆନ ଧର୍ମକୁ ଗ୍ରହଣ କରନ୍ତି ଏବଂ ସକ୍ରିୟ ଭାବରେ ଧର୍ମ ପାଳନ କରନ୍ତି ତାଙ୍କୁ ଅନୁସୂଚିତ ଜାତିର ସଦସ୍ୟ ଭାବରେ ମାନ୍ୟତା ଦିଆଯିବା ଜାରି ରହିବ ନାହିଁ।” ଏହି ମାମଲା ପାଦ୍ରୀ ଚିନ୍ତାଦା ଆନନ୍ଦଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନରୁ ଆରମ୍ଭ ହୋଇଥିଲା । ଯିଏ ମେ ୨୦୨୫ହାଇକୋର୍ଟର…

Read More