Author: TRUPTIMAYEE SAHOO

ଭାରତୀୟ ରେଳ ଯାତ୍ରୀଙ୍କ ପାଇଁ ଟିକେଟ୍ କୁ ନେଇ ଲାଗୁ ହେଲା ନୂଆ ନିୟମ । ଟ୍ରେନ୍ ଟିକେଟ୍ ବାତିଲ୍ ଓ ରିଫଣ୍ଡ ନିୟମରେ କାର୍ଯ୍ୟକାରୀ ହେଲା ବଡ଼ ପରିବର୍ତ୍ତନ । ଏବେ, ଯଦି କୌଣସି ବ୍ୟକ୍ତି ଟ୍ରେନ୍ ଛାଡ଼ିବାର ନିର୍ଦ୍ଧାରିତ ସମୟର ୮ଘଣ୍ଟା ମଧ୍ୟରେ ଟିକେଟ୍ ବାତିଲ୍ କରନ୍ତି, ତେବେ ସେମାନଙ୍କୁ ଗୋଟିଏ ଟଙ୍କାବି ଫେରସ୍ତ ମିଳିବ ନାହିଁ। ଜୁନ୍ ୧ ରୁ ଲାଗୁ ହେବ ଏହି ନିୟମ । ନୂତନ ନିୟମ ଅନୁଯାୟୀ, ଯଦି ଜଣେ ଯାତ୍ରୀ ଟ୍ରେନ୍ ଛାଡ଼ିବାର ୨୪ ରୁ ୭୨ଘଣ୍ଟା ପୂର୍ବରୁ ଟିକେଟ୍ ବାତିଲ୍ କରନ୍ତି, ତେବେ ଭଡ଼ାର ୨୫ପ୍ରତିଶତ କଟାଯିବ । ଏହା ବ୍ୟତୀତ, ଯଦି ଟ୍ରେନ୍ ଛାଡ଼ିବାର ୮ ଘଣ୍ଟା ପୂର୍ବରୁ ଟିକେଟ୍ ବାତିଲ୍ କରାଯାଏ, ତେବେ ପୈଠ ଟଙ୍କାର କୌଣସି ଫେରସ୍ତ ହେବନାହିଁ । କ’ଣ ପରିବର୍ତ୍ତନ ହୋଇଛି? ରେଳବାଇ ବୋର୍ଡର ସରକାରୀ ସୂତ୍ର ଅନୁଯାୟୀ, ଯଦି ଜଣେ ଯାତ୍ରୀ…

Read More