Author: TRUPTIMAYEE SAHOO

ଦେଶର ଲକ୍ଷ ଲକ୍ଷ ବେତନଭୋଗୀ ନିଜ ଅବସରକାଳୀନ ସଞ୍ଚୟକୁ ପାଇବା ଏଣିକି ହେବ ସହଜ । ଆଉ ରହିବନି ବାରମ୍ବାର ବ୍ୟାଙ୍କ ଦୌଡ଼ିବାର ମୁଣ୍ଡବ୍ୟଥା । ତେବେ ବର୍ତ୍ତମାନ ପରିବର୍ତ୍ତନ ସ୍ୱରୂପ ନିଆଯାଇଛି ଏକ ଅଭିନବ ପଦକ୍ଷେପ । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ଏକ ନୂତନ ମୋବାଇଲ୍ ଆପ୍ଲିକେସନ୍ ରେ ଆରମ୍ଭ ହେବାକୁ ପ୍ରସ୍ତୁତ ହେଉଛି । ଯାହା ଭବିଷ୍ୟନିଧି ପାଣ୍ଠି (PF) ଉଠାଣକୁ ପୂର୍ବ ଅପେକ୍ଷା ଆହୁରି ଦ୍ରୁତ ଓ ଅଧିକ ସୁବିଧାଜନକ କରିପାରିବ। ଅପ୍‌ଗ୍ରେଡ୍ ସିଷ୍ଟମ୍ ହିସାବରେ ଏହା ଏପ୍ରିଲ୍ ୧,୨୦୨୬ ପାଖାପାଖି ସକ୍ରିୟ ହେବ ବୋଲି ଆଶା କରାଯାଉଛି । ଏହାର ଲକ୍ଷ୍ୟ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ଏବଂ ATM ଭଳି ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ପାଣ୍ଠିକୁ ତୁରନ୍ତ ଉଠାଣ ବା ଦେଣନେଣ କରିବାରେ ସହାୟକ ହେବ । PF ପ୍ରବେଶ କରିବାର ଏକ ସ୍ମାର୍ଟ ଓ ଦ୍ରୁତ ଉପାୟ ଆଗାମୀ ଆପ୍…

Read More