Author: TRUPTIMAYEE SAHOO

ମଣିଷର ସବୁଠୁ ପୁରୁଣା ବନ୍ଧୁ କୁକୁର ! ଆଦିମ ସମୟରେ ମନୁଷ୍ୟ ଜାତି ମାଙ୍କଡଙ୍କ ବଂଶଧର ଥିଲା ବୋଲି ଜଣାପଡିଥିଲା । ତେବେ ଦୈନନ୍ଦିନ ଜୀବନରେ ଆମେ ଏହି ଦୁଇ ପ୍ରାଣୀଙ୍କ ମଧ୍ୟରେ ବନ୍ଧୁତା ଦେଖି ନଥିବା ବେଳେ , ଏଭଳି ଏକ ପ୍ରକାଶ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏକ ଦୁର୍ଲଭ ଆବିଷ୍କାରରୁ ‘କୁକୁରମାନେ ପ୍ରାୟ ୧୬ ହଜାର ଧରି ମଣିଷ ମାନଙ୍କର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ରହି ଆସିଥିବା’ କହିଛନ୍ତି ଗବେଷକ । ତେବେ ଏହି ରିପୋର୍ଟରୁ ଜଣାପଡ଼ିଛି ଯେ କୁକୁର ଏବଂ ମଣିଷ ମଧ୍ୟରେ ବନ୍ଧୁତା ୧୫,୮୦୦ବର୍ଷରୁ ଅଧିକ ପୁରୁଣା । ଶିକାର ଅଭିଯାନ ସମୟରେ କୁକୁର ଏବଂ ମଣିଷ ମଧ୍ୟରେ ଘନିଷ୍ଠତା ଗଭୀର ହୋଇଥିଲା ବୋଲି ବିଶ୍ୱାସ କରାଯାଏ । ତୁର୍କୀର ଏକ ଗୁମ୍ଫାରେ ଆବିଷ୍କାର ହୋଇଥିବା କୁକୁର ଦାନ୍ତର ପରୀକ୍ଷଣ ପରେ ଏହି ପ୍ରାଚୀନ ବନ୍ଧୁତା ପ୍ରକାଶ ପାଇଛି । *ପ୍ରକୃତି*…

Read More