Author: TRUPTIMAYEE SAHOO

ଓଡ଼ିଶା ହାଇକୋର୍ଟ ଦେଲେ କ୍ଷତିପୂରଣ । ରେଳବାଇ ଚାକିରିର ଦୀର୍ଘକାଳୀନ ମାମଲା ଯୋଗୁଁ ମାନ୍ୟବର ହାଇକୋର୍ଟ ଦେଇଛନ୍ତି ଏଭଳି କିଛି ଅଡ଼ର୍ । ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କ ପଡିରହିଥିବା ଦୀର୍ଘକାଳୀନ ମାମଲା ତାଙ୍କ ରେଳବାଇ ଚାକିରି ଦାବିକୁ ନିରର୍ଥକ କରିଦେଇଛି ଓ ଏହା ଏକ ଅପୂରଣୀୟ ଅନ୍ୟାୟ ବୋଲି ଦର୍ଶାଇ କୋର୍ଟ ଭରିଛି ୫ଲକ୍ଷ କ୍ଷତିପୂରଣ । ଗଣମାଧ୍ୟମର ସୂଚନା ଅନୁଯାୟୀ, ବିଚାରପତି କୃଷ୍ଣ ଶ୍ରୀପଦ ଦୀକ୍ଷିତ ଏବଂ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଡିଭିଜନ ବେଞ୍ଚ କହିଛନ୍ତି ଯେ ଯଦିଓ ଆବେଦନକାରୀ ବୟସ ସୀମା ଅତିକ୍ରମ କରିସାରିଛନ୍ତି ଏବଂ ତାଙ୍କୁ ଆଉ ଚାକିରି ଦିଆଯାଇପାରିବ ନାହିଁ, ତଥାପି ସେ ଆର୍ଥିକ ସହାୟତା ପାଇବାକୁ ହକଦାର କାରଣ ବିଚାରରେ ବିଳମ୍ବ ତାଙ୍କ ପାଇଁ ହୋଇନାହିଁ । ସମାନତାର ନୀତିକୁ ଆହ୍ୱାନ କରି କୋର୍ଟ କହିଛନ୍ତି ଯେ ଯେଉଁ କ୍ଷେତ୍ରରେ ବ୍ୟବସ୍ଥାଗତ ବିଳମ୍ବ ବ୍ୟକ୍ତିଙ୍କୁ ବୈଧ ସୁଯୋଗରୁ ବଞ୍ଚିତ କରେ ସେଠାରେ…

Read More