Author: TRUPTIMAYEE SAHOO

ବିଶ୍ୱ ଏବେ ଇରାନ-ଆମେରିକା ଯୁଦ୍ଧର ଘନଘଟା ମଧ୍ୟରେ ଗତି କରୁଥିବା ବେଳେ ପ୍ରତ୍ୟେକ ରାଷ୍ଟ୍ର ନିଜର ସାମରିକ ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି। ଏହି ପ୍ରତିଯୋଗିତା ମଧ୍ୟରେ ଭାରତର ଜଣେ ୨୪ ବର୍ଷୀୟ ଯୁବକ ନିଜର ପ୍ରତିଭା ବଳରେ ବିଶ୍ୱକୁ ଚକିତ କରିଦେଇଛନ୍ତି। ଉତ୍ତର ପ୍ରଦେଶର ଲକ୍ଷ୍ନୌସ୍ଥିତ ‘ହୋଭେରିଟ୍’ (Hoverit) ନାମକ ଏକ ଘରୋଇ ପ୍ରତିରକ୍ଷା କମ୍ପାନୀ ବିକଶିତ କରିଛି ଏକ ଅତ୍ୟାଧୁନିକ ଡ୍ରୋନ୍ ବା UAV (Unmanned Aerial Vehicle), ଯାହାର ନାମ ରଖାଯାଇଛି ‘ଦିବ୍ୟସ୍ତ୍ର’। ଏହି ଡ୍ରୋନ୍ ଶତ୍ରୁ ପାଇଁ ଏକ ସାକ୍ଷାତ ଯମଦୂତ ସଦୃଶ, ଯାହା ହଜାର ହଜାର କିଲୋମିଟର ଦୂରରେ ଥାଇ ମଧ୍ୟ ଲକ୍ଷ୍ୟଭେଦ କରିବାରେ ସକ୍ଷମ। ୨୪ ବର୍ଷୀୟ ତରୁଣଙ୍କ ଦେଶପ୍ରେମ ଓ ପ୍ରଯୁକ୍ତିର ମିଳନ ହୋଭେରିଟ୍ କମ୍ପାନୀର ତିନି ଜଣ ପ୍ରତିଷ୍ଠାତାଙ୍କ ମଧ୍ୟରୁ ତରୁଣ ପାଣ୍ଡେ ସବୁଠାରୁ କନିଷ୍ଠ। ମାତ୍ର ୨୪ ବର୍ଷ ବୟସରେ ତରୁଣ ଏବଂ ତାଙ୍କ ବନ୍ଧୁମାନେ ଦେଶର ସୁରକ୍ଷା…

Read More