Author: TRUPTIMAYEE SAHOO

ବର୍ତ୍ତମାନ ସାରା ବିଶ୍ୱ ଏକ ଅଦୃଶ୍ୟ ତଥା ଭୟଙ୍କର ସଙ୍କଟ ଦେଇ ଗତି କରୁଛି। ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଯେଉଁ ମୋଡ଼ ନେଇଛି, ତାହା କେବଳ ସାମରିକ ସଂଘର୍ଷରେ ସୀମିତ ନାହିଁ, ବରଂ ଏହା ବିଶ୍ୱର ବଡ଼ ବଡ଼ ଅର୍ଥନୀତିର ମୂଳଦୁଆକୁ ହଲେଇ ଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅସ୍ଥିର ବୟାନବାଜି ଏବଂ ପ୍ରମୁଖ ୟୁରୋପୀୟ ରାଷ୍ଟ୍ରମୁଖ୍ୟଙ୍କ ଜରୁରୀକାଳୀନ ସନ୍ଦେଶ ସୂଚାଉଛି ଯେ, ଦୁନିଆ ଏବେ ଏକ ବଡ଼ ଧରଣର ଆର୍ଥିକ ସୁନାମିର ସମ୍ମୁଖୀନ ହେବାକୁ ଯାଉଛି। ୧. ଟ୍ରମ୍ପଙ୍କ ବାଚାଳତା ଓ ଆମେରିକାର ଦୋମୁହାଁ ନୀତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରଣନୀତିକୁ ବୁଝିବା ଏବେ ବିଶ୍ୱର ବଡ଼ ବଡ଼ କୂଟନୀତିଜ୍ଞଙ୍କ ପାଇଁ କାଠିକର ପାଠ ହୋଇଛି। କେତେବେଳେ ସେ କହୁଛନ୍ତି ଯେ ଆମେରିକା ଯୁଦ୍ଧ ଜିତି ସାରିଛି ଏବଂ ଇରାନର ଶାସନ ବ୍ୟବସ୍ଥା (Regime) ପରିବର୍ତ୍ତନ ହୋଇସାରିଛି, ତ ପୁଣି କେତେବେଳେ ସେ…

Read More