Author: TRUPTIMAYEE SAHOO

ଭାରତ ଏବେ ପ୍ରତିରକ୍ଷା କ୍ଷେତ୍ରରେ କେବଳ ଆତ୍ମନିର୍ଭର ହେଉନାହିଁ, ବରଂ ବିଶ୍ୱର ଶକ୍ତିଶାଳୀ ଦେଶମାନଙ୍କୁ କଡ଼ା ଟକ୍କର ଦେବା ପାଇଁ ପ୍ରସ୍ତୁତ ହେଉଛି। ରୁଷର ପ୍ରସିଦ୍ଧ ଏସ୍‍-୪୦୦ ମିସାଇଲ୍ ଡିଫେନ୍ସ ସିଷ୍ଟମ ଭଳି ଭାରତ ଏବେ ନିଜସ୍ୱ ଶକ୍ତିଶାଳୀ ଏୟାର୍ ଡିଫେନ୍ସ ସିଷ୍ଟମ ପ୍ରସ୍ତୁତ କରିବା ଦିଗରେ ବଡ଼ ସଫଳତା ପାଇଛି। ଏହି ଅତ୍ୟାଧୁନିକ ବ୍ୟବସ୍ଥା ଶତ୍ରୁ ପକ୍ଷର ଡ୍ରୋନ୍, ଯୁଦ୍ଧ ବିମାନ ଏବଂ କ୍ରୁଜ୍ ମିସାଇଲ୍‌କୁ ଆକାଶରେ ହିଁ ଚିହ୍ନଟ କରି ଧ୍ୱଂସ କରିବାର ସାମର୍ଥ୍ୟ ରଖିଛି। ପ୍ରୋଜେକ୍ଟ କୁଶ (Project Kusha): ଭାରତର ସ୍ୱଦେଶୀ ଶକ୍ତି ଡିଆରଡିଓ (DRDO) ପକ୍ଷରୁ ବିକଶିତ କରାଯାଉଥିବା ଏହି ଏୟାର୍ ଡିଫେନ୍ସ ସିଷ୍ଟମକୁ ‘ପ୍ରୋଜେକ୍ଟ କୁଶ’ ନାମରେ ନାମିତ କରାଯାଇଛି। ଏହା ଏକ ଦୂରଗାମୀ ଏୟାର୍ ଡିଫେନ୍ସ ସିଷ୍ଟମ (LR-SAM), ଯାହା ଭାରତୀୟ ଆକାଶ ସୀମାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବ। ଏହାର ମୁଖ୍ୟ ବିଶେଷତ୍ୱ: • ୩ ସ୍ତରୀୟ ସୁରକ୍ଷା: ଏହି…

Read More