Author: TRUPTIMAYEE SAHOO

ଦୁବାଇରେ ଅବସ୍ଥିତ HDFC ବ୍ୟାଙ୍କର ଦୁବାଇ ଇଣ୍ଟରନ୍ୟାସନାଲ୍ ଫାଇନାନ୍ସିଆଲ୍ ସେଣ୍ଟର (DIFC) ଶାଖା ସମ୍ପର୍କରେ ଗମ୍ଭୀର ପ୍ରଶ୍ନ ଉଠାଇଛି ଦୁବାଇ ଆର୍ଥିକ ସେବା ପ୍ରାଧିକରଣ (DFSA), । ଗଣମାଧ୍ୟମର ତଥ୍ୟ ଅନୁଯାୟୀ, ଏକ ତଦନ୍ତରୁ ଜଣାପଡିଛି ଯେ ବ୍ୟାଙ୍କ ପ୍ରାୟ ପାଞ୍ଚ ବର୍ଷ ଧରି ନିୟାମକଙ୍କୁ “ଭୁଲ ବିକ୍ରୟ” , ବିପଦପୂର୍ଣ୍ଣ “କ୍ରେଡିଟ୍ ସୁଇସ୍ ବଣ୍ଡ” ବିକ୍ରୟ ବିଷୟରେ ଜଣାଇବାରେ ବିଫଳ ହୋଇଥିଲା । ଏହି ବିଷୟକୁ ଦୃଷ୍ଟିରେ ରଖି, ‘DFSA’ ବ୍ୟାଙ୍କ ଶାଖାର ବରିଷ୍ଠ ଅଧିକାରୀମାନଙ୍କୁ କଠୋର ଭର୍ତ୍ସନା କରିଛି । ସମ୍ପୂର୍ଣ୍ଣ କାହାଣୀ କ’ଣ ? DFSA ଅନୁଯାୟୀ, HDFCର DIFC ଶାଖାର ଅନୁପାଳନ ଏବଂ ଆଭ୍ୟନ୍ତରୀଣ ଅଡିଟ୍ ଦଳଗୁଡ଼ିକ ୨୦୨୦ପୂର୍ବରୁ ଅତିରିକ୍ତ ଟାୟାର-୧ (AT-1) ବଣ୍ଡର ଅନୁପଯୁକ୍ତ ବିକ୍ରୟ ବିଷୟରେ ଅବଗତ ଥିଲେ । ଏହି ଜ୍ଞାନ ସତ୍ତ୍ୱେ, ସମସ୍ୟାର ସଠିକ୍ ସମାଧାନ କରାଯାଇ ନଥିଲା କିମ୍ବା ପାଞ୍ଚ ବର୍ଷ ଧରି ନିୟାମକଙ୍କୁ ଏ ବିଷୟରେ ଅବଗତ…

Read More