Author: TRUPTIMAYEE SAHOO

ଖଦୀ ଅନ୍ୟ କୌଣସି ବ୍ରାଣ୍ଡଠାରୁ କୌଣସି ଚ୍ୟାଲେଞ୍ଜର ସମ୍ମୁଖୀନ ହୁଏ ନାହିଁ । ଏହା ହେଉଛି ଖଦୀ ଏବଂ ଗ୍ରାମୋଦ୍ୟୋଗ କମିଶନ (KVIC)ର ଅଧ୍ୟକ୍ଷ ମନୋଜ ଗୋୟଲଙ୍କ ମତ। ଯାହା ସେ ଗଣମାଧ୍ୟମରେ ଯୋଗ ଦେଇ ‘ଖଦୀ ଗ୍ରାମୋଦ୍ୟୋଗ ଗୁଣବତ୍ତା ନିୟନ୍ତ୍ରଣକୁ ପ୍ରାଥମିକତା ଦେଉଛି ଏବଂ ଗ୍ରାହକ ଅଭିଜ୍ଞତାକୁ ବୃଦ୍ଧି କରୁଥିବା’ କହିଛନ୍ତି । ସେ ଖଦୀ ପାଇଁ ଏକ ଆଧୁନିକ ଯୁଗର ଆରମ୍ଭ କରିବା ପାଇଁ AI ବ୍ୟବହାର ସମେତ ଅନେକ ପଦକ୍ଷେପ ନେଉଥିବା ଉଲ୍ଲେଖ କରିଛନ୍ତି । ଖଦୀ ର ଅଭିବୃଦ୍ଧି ଭବିଷ୍ୟତ କ’ଣ ? ସେ କହିଛନ୍ତି କି ଖଦୀ ନେଇ ଏକ ନକାରାତ୍ମକ ଧାରଣା ଜାରି ରହିଥିଲା ​, ଯେ ଖଦୀ ମହଙ୍ଗା କିମ୍ବା ଖୋଜିବା କଷ୍ଟକର। କିନ୍ତୁ ତୃଣମୂଳ ସ୍ତରରେ ଜଡିତ ଲୋକଙ୍କ କଠିନ ପରିଶ୍ରମକୁ ଦେଖନ୍ତି ନାହିଁ ଯାହା ବିଶେଷକରି ଗ୍ରାମାଞ୍ଚଳର ମହିଳା ଏବଂ ବୟସ୍କ ମାନଙ୍କ ଚେଷ୍ଟାରେ ଭାରତର ଐତିହ୍ୟକୁ ଆଜିବି…

Read More