Author: Anasuya Das

ଦ୍ୱିଗୁଣିତ ହେବ ମେଡିକାଲ କଲେଜ ପିଜିସିଟ୍ ୨୭ ହଜାର ହସ୍ପିଟାଲରେ ମିଳିବ ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା ଚିକିତ୍ସା ପ୍ରତି ପଂଚାୟତରେ ହେବ ୱେଲନେସ ସେଣ୍ଟର ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢୀ “ଭିଜନ ଓଡ଼ିଶା ହେଲ୍‌ଥ କନକ୍ଲେଭ ୨୦୨୪” ଅବସରରେ ରାଜ୍ୟରେ ମଜଭୁତ ସ୍ୱାସ୍ଥ୍ୟ ସଂରଚନା ଓ ଚିକିତ୍ସାକ୍ଷେତ୍ରରେ ମାନବ ସମ୍ପଦକୁ ଅଧିକ ଦକ୍ଷ କରିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି । ଏହାସହ ଓଡ଼ିଶାର ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ  ଆଧୁନିକ ଯନ୍ତ୍ରପାତି ଚଳାଇବା ପାଇଁ ଆବଶ୍ୟକ ପ୍ରଶିକ୍ଷିତ କର୍ମଚାରୀ ଓ ପର୍ଯ୍ୟାପ୍ତ ଚିକିତ୍ସକମାନଙ୍କର ଯେଉଁ ଅଭାବ ରହିଛି ତାହା ଯେତେ ଶୀଘ୍ର ସମ୍ଭବ ପୂରଣ ହେବା ଆବଶ୍ୟକ ।  ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ କହିଲେ ଯେ ସ୍ୱାସ୍ଥ୍ୟ ସଂରଚନାକୁ ସୁଦୃଢ଼ କରିବା ପାଇଁ ସରକାରର ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଏବେ ରାଜ୍ୟରେ ଏବେ ପ୍ରାୟ ୧୧ଶହ ପିଜିସିଟ ଥିବା ବେଳେ ଆଗାମୀ…

Read More