Author: TRUPTIMAYEE SAHOO

“ଶକ୍ତି”ର ସମ୍ମାନ ଏବଂ ମହିଳା ସଶକ୍ତିକରଣ – ଏହି ଦୁଇଟି ଶବ୍ଦ ଆଜିକାଲି ରାଜନୀତିର ମୁଖ୍ୟ ପ୍ରସଙ୍ଗ। କିନ୍ତୁ କଂଗ୍ରେସ ଦଳ ମଧ୍ୟରେ କ’ଣ ପ୍ରକୃତରେ ମହିଳାମାନଙ୍କୁ ସମ୍ମାନ ମିଳୁଛି? ନା ଏହା କେବଳ ଏକ ନିର୍ବାଚନୀ ସ୍ଳୋଗାନ? କେମିତି କଂଗ୍ରେସର ଦୁଇ ପ୍ରମୁଖ ମହିଳା ନେତ୍ରୀ – ଶମା ମହମ୍ମଦ ଏବଂ ହସିନା ସୟଦ, ଦଳ ମଧ୍ୟରେ ମହିଳାଙ୍କ ପ୍ରତିନିଧିତ୍ୱକୁ ନେଇ ପ୍ରଶ୍ନ ଉଠାଇ ଏବେ ଅପମାନିତ ହେଉଛନ୍ତି ?  କଂଗ୍ରେସ ଯେଉଁ ୩୩ ପ୍ରତିଶତ ମହିଳା ସଂରକ୍ଷଣର କଥା କହୁଛି, ତାହା କ’ଣ ନିଜ ଦଳରେ ଲାଗୁ କରିବାକୁ ସେମାନେ ପ୍ରସ୍ତୁତ? କେରଳର ପ୍ରସିଦ୍ଧ କଂଗ୍ରେସ ନେତ୍ରୀ ଶାମା ମହମ୍ମଦ । କେରଳ ବିଧାନସଭା ନିର୍ବାଚନ ସମୟରେ ଟିକେଟ୍ ବଣ୍ଟନକୁ ନେଇ ସେ ନିଜର ଦୁଃଖ ପ୍ରକାଶ କରିଥିଲେ । ସେ ଏକ୍ସ (Twitter) ରେ ଲେଖିଥିଲେ ଯେ, କେରଳର ୯୨ଟି ଆସନ ମଧ୍ୟରୁ ମାତ୍ର ୯ଟି ଆସନ…

Read More