Author: TRUPTIMAYEE SAHOO

ଚଳିତ ବର୍ଷର ଓଡ଼ିଆ ନବବର୍ଷରେ କେନ୍ଦ୍ରରୁ ଛୁଟିଛି ଅଭିନନ୍ଦନର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ମହା ବିଶୁବ ପଣା ସଂକ୍ରାନ୍ତିର ଶୁଭେଚ୍ଛା ସାରା ଓଡିଶା ବାସୀଙ୍କୁ ଟ୍ୱିଟ ଜରିଆରେ ଜଣାଇଛନ୍ତି । ଏହି ପର୍ବର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱକୁ ଉଜ୍ଜ୍ୱଳ କରି ପ୍ରଧାନମନ୍ତ୍ରୀ ଏହି ପର୍ବକୁ ଭକ୍ତି, ସଦ୍ଭାବ ଏବଂ ଋତୁକାଳୀନ ନବୀକରଣର ପ୍ରତିଫଳନ ବୋଲି ବର୍ଣ୍ଣନା କରିଛନ୍ତି । ସେ ତାଙ୍କ ବାର୍ତ୍ତାରେ ଏହି ପର୍ବକୁ କେବଳ ନୂତନ ବର୍ଷର ଆରମ୍ଭ ନୁହେଁ ବରଂ ସାମାଜିକ ବନ୍ଧନକୁ ସୁଦୃଢ଼ ​​କରିବା ଏବଂ ସାମୂହିକ ମଙ୍ଗଳକୁ ଆଲିଙ୍ଗନ କରିବାର ସମୟ ବୋଲି ମଧ୍ୟ କହିଛନ୍ତି। ମୋଦୀ ସମସ୍ତ ନାଗରିକଙ୍କ ପାଇଁ ଆଗାମୀ ବର୍ଷ ପାଇଁ ଏକ ସମୃଦ୍ଧ ଏବଂ ସଫଳ ଆଶା ପ୍ରକାଶ କରି ଏହି ପର୍ବ ସଭିଁଙ୍କ ପାଇଁ ଶାନ୍ତି, ସୁଖ ଏବଂ ସମୃଦ୍ଧି ଆଣିବ ବୋଲି କାମନା କରିଥିଲେ । ସେ ଏହା…

Read More