Author: TRUPTIMAYEE SAHOO

ଦୁର୍ନୀତି ଅଭିଯୋଗ ନେଇ ରବିବାର ତୃଣମୂଳ କଂଗ୍ରେସ (ଟିଏମସି) ଉପରେ ତୀବ୍ର ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ “ଗୁଣ୍ଡା ଏବଂ ଲୋକାଲ୍ ଗ୍ୟାଙ୍ଗ” ମାନଙ୍କ ପାଇଁ “ଶେଷ ସୁଯୋଗ” କହି ବଜାଇଛନ୍ତି ସତର୍କ ଘଣ୍ଟି । ବିଷ୍ଣୁପୁରରେ ବିଜେପିର ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ମୋଦୀ କହିଛନ୍ତି, “ମୁଁ ସମସ୍ତ ଟିଏମସି ଗୁଣ୍ଡା, ସିଣ୍ଡିକେଟ୍ ଏବଂ ଦୁର୍ନୀତିଗ୍ରସ୍ତ ଥିବା ଲୋକ ମାନଙ୍କୁ ଶେଷ ସୁଯୋଗ ଦେଉଛି । ଏପ୍ରିଲ୍ ୨୯ ପୂର୍ବରୁ ଆପଣଙ୍କର ନିକଟତମ ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରନ୍ତୁ । ମେ ୪ ପରେ କାହାକୁ ଛଡ଼ାଯିବ ନାହିଁ । ବିଷ୍ଣୁପୁରର ମାଫିଆ ଏବଂ ଟିଏମସିର ସିଣ୍ଡିକେଟ୍, ଧ୍ୟାନ ଦେଇ ଶୁଣ, ଏହାକୁ ଆଉ ସହ୍ୟ କରାଯିବ ନାହିଁ।” ପ୍ରଧାନମନ୍ତ୍ରୀ ରାଜ୍ୟର ମହିଳା ଭୋଟରଙ୍କ ପାଇଁ ଟାର୍ଗେଟ କରାଯାଇଥିବା ପ୍ରତିଶ୍ରୁତି କୁ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ…

Read More