Author: TRUPTIMAYEE SAHOO

ପଶ୍ଚିମବଙ୍ଗର ରାଜନୀତିରେ ଏଥର କେବଳ ନିର୍ବାଚନ ନୁହେଁ, ବରଂ ଏକ ବଡ଼ ଧରଣର ସତ୍ତା ସଂଘର୍ଷ ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ଦୀର୍ଘ ୧୫ ବର୍ଷର ଶାସନକୁ ବଞ୍ଚାଇବା ପାଇଁ ମମତା ବାନାର୍ଜୀଙ୍କ ଲଢ଼େଇ, ତ ଅନ୍ୟପଟେ ସମ୍ପୂର୍ଣ୍ଣ ଶକ୍ତି ସହିତ ମଇଦାନକୁ ଓହ୍ଲାଇଥିବା ଭାରତୀୟ ଜନତା ପାର୍ଟି । କିନ୍ତୁ ଏହି ନିର୍ବାଚନର ସବୁଠାରୁ ବଡ଼ ପ୍ରଶ୍ନ ହେଉଛି— ତୃଣମୂଳ କଂଗ୍ରେସର ଭବିଷ୍ୟତ କ’ଣ ଏବେ ଅଭିଷେକ ବାନାର୍ଜୀଙ୍କ ହାତରେ ? ଯଦି ମମତା ହାରନ୍ତି, ତେବେ କ’ଣ ଟିଏମସିର ଖେଳ ଶେଷ ହୋଇଯିବ? ମୁଖ୍ୟ ଲଢ଼େଇ: ବିଜେପି ବନାମ ଟିଏମସି ୨୦୧୧ ପରେ ପ୍ରଥମ ଥର ପାଇଁ ଏମିତି ଲାଗୁଛି ଯେ ତୃଣମୂଳ କଂଗ୍ରେସକୁ ନିଜ ଗଡ଼ ବଞ୍ଚାଇବା ପାଇଁ ପ୍ରତିଟି ମୋର୍ଚ୍ଚାରେ କଡ଼ା ସଂଘର୍ଷ କରିବାକୁ ପଡୁଛି । ବିଜେପି ଏଥର କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନି । କେନ୍ଦ୍ରମନ୍ତ୍ରୀ, ବଡ଼ ସଂଗଠକ…

Read More