Author: TRUPTIMAYEE SAHOO

ପଶ୍ଚିମବଙ୍ଗର ଝାରଗ୍ରାମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଝାଲମୁଡି ଖାଇବା ବର୍ତ୍ତମାନ ପାଲଟିଛି ରାଜନୈତିକ ଉତ୍ତେଜନା । ସେହି ସ୍ଥାନରେ ସୁରକ୍ଷା କାରଣରୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ତାଙ୍କ ପତ୍ନୀଙ୍କୁ ହେଲିକପ୍ଟର ଅବତରଣ କରିବାକୁ ଅନୁମତି ଦିଆଯାଇ ନଥିଲା, ଯାହା ଫଳରେ ସେମାନେ କାର୍ଯ୍ୟକ୍ରମ ବାତିଲ କରିବାକୁ ବାଧ୍ୟ ହୋଇଥିଲେ ବୋଲି କହିଛି ଟିଏମସି । ତେବେ କାହିଁକି ପ୍ରଧାନମନ୍ତ୍ରୀ ଏଭଳି କଲେ ବୋଲି ପ୍ରଶ୍ନ କରି କ୍ଷୋଭ ପ୍ରକାଶ କରିବା ସହ ଟିଏମସି ଏହାକୁ ଆଦିବାସୀ ବିରୋଧୀ ମାନସିକତା ବୋଲି ବର୍ଣ୍ଣନା କରିଛି । ତେବେ ଘଟଣା ଅନୁଯାୟୀ ଶ୍ରୀ ନରେନ୍ଦ୍ର ମୋଦୀ ରବିବାର (୧୯ ଏପ୍ରିଲ) ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ପ୍ରଚାର ପାଇଁ ଝାରଗ୍ରାମରେ ପହଞ୍ଚିଥିଲେ । ଏହି ସମୟରେ, ସେ ହଠାତ୍ ରାସ୍ତା ପାର୍ଶ୍ୱରେ ଥିବା ଏକ ଝାଲମୁଡି ଦୋକାନରେ ଅଟକି ଯାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଟକିବା ମାତ୍ରେ ଲୋକଙ୍କ ପ୍ରବଳ ଭିଡ଼ ହୋଇଥିଲା । ସେହି…

Read More