Author: TRUPTIMAYEE SAHOO

ଆମେ ସବୁବେଳେ ଭାବୁ ଯେ କର୍ପୋରେଟ୍ ଅଫିସ୍ କିମ୍ବା ବଡ଼ କୋଚିଂ ସେଣ୍ଟରଗୁଡ଼ିକ ସବୁଠାରୁ ସୁରକ୍ଷିତ ସ୍ଥାନ। କିନ୍ତୁ ନିକଟରେ ମହାରାଷ୍ଟ୍ରରୁ ଆସିଥିବା କିଛି ରିପୋର୍ଟ ଆପଣଙ୍କ ହୋସ୍ ଉଡ଼ାଇ ଦେବ। ନାସିକର ଟିସିଏସ୍‍ ଅଫିସ୍ ହେଉ କିମ୍ବା ଅମରାବତୀର କୋଚିଂ ସେଣ୍ଟର, ଶିକ୍ଷିତ ଯୁବତୀମାନଙ୍କୁ ଟାର୍ଗେଟ୍ କରି ଏକ ଭୟଙ୍କର ର୍ୟାକେଟ୍ କାମ କରୁଛି। କଣ ଏହି ‘କର୍ପୋରେଟ୍ ଜିହାଦ’ ଏବଂ କେମିତି କାମ କରୁଛି ଏହି ଷଡ଼ଯନ୍ତ୍ରର ଜାଲ?  ଟିସିଏସ୍‍ ନାସିକ କେସ୍ – କର୍ପୋରେଟ୍ ଅଫିସ୍‌ରେ କଣ ଚାଲିଥିଲା? ଟିସିଏସ୍‍ ନାସିକରୁ ଆସିଥିବା ୯ଟି ଏତଲା ଏବଂ ପୀଡ଼ିତାଙ୍କ ବୟାନ ଆପଣଙ୍କୁ ଚକିତ କରିଦେବ। ଏଠାରେ କାର୍ଯ୍ୟରତ ହିନ୍ଦୁ ମହିଳାମାନଙ୍କୁ କେବଳ ଯୌନ ଶୋଷଣ କରାଯାଉନଥିଲା, ବରଂ ସେମାନଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ମଧ୍ୟ ବାଧ୍ୟ କରାଯାଉଥିଲା। ରିପୋର୍ଟ ଅନୁସାରେ, ଅଫିସରେ ଏକ ହ୍ୱାଟ୍ସଟ ଆପ ଗ୍ରୁପ୍ ରହିଥିଲା ଯେଉଁଠାରେ ‘ପୋଟେନସିଆଲ୍ ଭିକ୍ଟିମ୍’ ବା ଯେଉଁ ମହିଳାମାନେ…

Read More