Author: TRUPTIMAYEE SAHOO

ଭାରତୀୟ ରାଜନୀତିରେ ପଶ୍ଚିମବଙ୍ଗ ସବୁବେଳେ ଏକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇ ରହିଆସିଛି। ଆଉ ଯେତେବେଳେ ପଶ୍ଚିମବଙ୍ଗ ନିର୍ବାଚନ କଥା ଉଠେ, ସେତେବେଳେ ଗୋଟିଏ ଶବ୍ଦ ସବୁଠାରୁ ଅଧିକ ଶୁଣିବାକୁ ମିଳେ – ତାହା ହେଉଛି ‘ମୁସଲିମ୍ ଫ୍ୟାକ୍ଟର’। କେମିତି ମମତା ବାନାର୍ଜୀଙ୍କ ପାଇଁ ଏହି ମୁସଲିମ୍ ଭୋଟ୍ ବ୍ୟାଙ୍କ ଏକ ଅଜୟ ଦୁର୍ଗ ପାଲଟିଛି। କାହିଁକି ବିଜେପି ଏତେ ଚେଷ୍ଟା ପରେ ବି ଏହି କାନ୍ଥକୁ ଭାଙ୍ଗି ପାରୁନାହିଁ? ୭୦ ପ୍ରତିଶତ ହିନ୍ଦୁ ଭୋଟ୍‌ର ଥାଇ ମଧ୍ୟ କାହିଁକି ୨୭ ପ୍ରତିଶତ ମୁସଲିମ୍ ଭୋଟ୍‌ର ହିଁ ସ୍ଥିର କରୁଛନ୍ତି କିଏ ହେବ ବଙ୍ଗଳାର ମୁଖ୍ୟମନ୍ତ୍ରୀ? ଏବଂ ସବୁଠାରୁ ବଡ଼ ପ୍ରଶ୍ନ – ମୁସଲିମ୍ ଭୋଟ୍ କେବଳ ମମତାଙ୍କୁ ହିଁ କାହିଁକି ମିଳୁଛି? କଂଗ୍ରେସ ଏବଂ ବାମଦଳ କୁଆଡ଼େ ଗଲେ? ପଶ୍ଚିମବଙ୍ଗର ଜନସଂଖ୍ୟାକୁ ଯଦି ଆମେ ଦେଖିବା, ତେବେ ଏଠାରେ ପ୍ରାୟ ୭୦% ହିନ୍ଦୁ ଏବଂ ୨୭% ମୁସଲିମ୍ ବସବାସ କରନ୍ତି। ସାଧାରଣ…

Read More