Author: TRUPTIMAYEE SAHOO

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଜଡିତ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ, ଭାରତୀୟ ସେନାର ନେତୃତ୍ୱରେ ଏକ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା, ଯାହାକୁ ଅପରେସନ ମହାଦେବ ନାମରେ ନାମିତ କରାଯାଇଥିଲା। କେମିତି ଥିଲା ଏ ଯାତ୍ରା ? କ’ଣ କୁହନ୍ତି ‘ଅପରେସନ ମହାଦେବ’ରେ ଏକ ସ୍ୱତନ୍ତ୍ର ଦଳ ନେତୃତ୍ୱ ନେଉଥିବା ଜଣେ ଭାରତୀୟ ସେନା ଅଧିକାରୀ ପୁନମ୍ ପାଣ୍ଡେ ? ୧) ପହଲଗାମର କେତେ ଦିନ ପରେ ଆରମ୍ଭ ହେଲା ଅପରେସନ ମହାଦେବ ଓ କେତେ ଦିନ ପରେ ସଫଳ ହୋଇଥିଲା? ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଆମର କାର୍ଯ୍ୟାନୁଷ୍ଠାନ ତୁରନ୍ତ ଆରମ୍ଭ ହୋଇଥିଲା । ସେହି ଦିନଠାରୁ ପ୍ରାରମ୍ଭିକ ସନ୍ଧାନ ଏବଂ ଟ୍ରାକିଂ ଅପରେସନ୍ ଚାଲିଥିଲା । ତଥାପି, ଅପରେସନ ମହାଦେବର ନିର୍ଣ୍ଣାୟକ ପର୍ଯ୍ୟାୟ ୨୦୨୫ ଜୁଲାଇ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଥିଲା । ମୋଟ ଉପରେ, ୯୦ ଦିନରୁ ଅଧିକ ନିରନ୍ତର ଅନୁସନ୍ଧାନ ପରେ, ୨୮ ଜୁଲାଇ ୨୦୨୫…

Read More