Author: TRUPTIMAYEE SAHOO

ଏପ୍ରିଲ ୧୪ : ଛତିଶଗଡ଼ର ବେଦାନ୍ତ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୨୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଅନେକ ଲୋକ ଆହତ ହୋଇଛନ୍ତି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି । ପ୍ରାରମ୍ଭିକ ତଦନ୍ତରେ ଅବହେଳା ଥିବା ନେଇ ହୋଇଛି ଅଭିଯୋଗ । ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ବିରୋଧରେ ଏନେଇ ଏକ ଏଫଆଇଆର ମଧ୍ୟ ରୁଜୁ ହୋଇଛି। ଏପ୍ରିଲ ୧୯ : ତାମିଲନାଡୁର ବିରୁଦ୍ଧନଗରରେ ଥିବା ବନଜା ବାଣ କାରଖାନାରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୨୫ ଜଣ ଶ୍ରମିକ ପ୍ରାଣ ହରାଇଥିଲେ । ୧୩ ଜଣ ଆହତ ହୋଇଥିଲେ । ସବୁଠାରୁ ବଡ଼ ଉଲ୍ଲଂଘନ ଥିଲା ଯେ ରବିବାର କାରଖାନା ବନ୍ଦ ରହିବ କଥା କିନ୍ତୁ ସେ ଦିନ ବି ଜବରଦସ୍ତ କାମ କରାଯାଇଥିଲା। ଏହି ଘଟଣାଗୁଡ଼ିକ ସାମ୍ପ୍ରତିକ। କିନ୍ତୁ କାରଖାନାରେ ବିସ୍ଫୋରଣ ଏବଂ ବଏଲର ବିସ୍ଫୋରଣ ସାଧାରଣ । ଏହି…

Read More