Author: TRUPTIMAYEE SAHOO

ପ୍ରାୟ ତିନି ବର୍ଷ ଧରି ହିଂସାରେ ଦୋହଲି ରହିଥିବା ମଣିପୁର ରାଜ୍ୟରେ ସ୍ଥିତି ପୁଣି ଉତ୍ତେଜନାପୂର୍ଣ୍ଣ ହୋଇଛି । ଜାତିଗତ କୁକି-ଜୋସ୍ ଏବଂ ନାଗାଙ୍କ ମଧ୍ୟରେ ସଂଘର୍ଷ ତୀବ୍ର ହେବା ସହିତ ଉକ୍ରଳରେ ତିନି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅତି କମରେ ଚାରି ଜଣ ଆହତ ହୋଇଛନ୍ତି। ଗତ ସପ୍ତାହରେ ମିସାଇଲ ମାଡ଼ରେ ଯାଇଛି ଦୁଇ ନିରୀହ ଶିଶୁଙ୍କ ଜୀବନ । ଯାହା ନେଇ ମଣିପୁର ରାଜରାସ୍ତା ରେ ଶାନ୍ତି ବିକ୍ଷୋଭ ପାଇଁ ହାତରେ ମଶାଲ ଧରି ନାରା ଦେଉଛନ୍ତି ଲୋକେ । ଉକ୍ରଳ ଜିଲ୍ଲାରେ ଗତକାଲି ଏକ ଗୁଳିବିନିମୟରେ ଏକ ନାଗା ଆତ୍ମରକ୍ଷା ଗୋଷ୍ଠୀର ଜଣେ “ସ୍ୱେଚ୍ଛାସେବୀ” ଏବଂ ଦୁଇ ଜଣ କୁକି-ଜୋସ୍ ପ୍ରାଣ ହରାଇଛନ୍ତି । ଗତ ମାସରେ ଉଭୟ ଜନଜାତିର ସାତ ଜଣ ଲୋକ ପ୍ରାଣ ହରାଇଛନ୍ତି, ପ୍ରତ୍ୟେକ ପକ୍ଷର ମୃତ୍ୟୁ ପାଇଁ ଉଭୟ ଗୋଷ୍ଠି ଅନ୍ୟ ପକ୍ଷକୁ ଦାୟୀ କରୁଛନ୍ତି। ରାସ୍ତାରେ ଭିକ୍ଷେଭ ସମୟରେ…

Read More