Author: TRUPTIMAYEE SAHOO

ଆଜିର ସମୟରେ, ଲୋକମାନେ ସେମାନଙ୍କର ସୁରକ୍ଷା ପ୍ରତି ଅତ୍ୟନ୍ତ ସଚେତନ ହୋଇଯାଇଛନ୍ତି । ଯାହା କାରଣରୁ ସେମାନେ ADAS (ଆଡଭାନ୍ସଡ୍ ଡ୍ରାଇଭର୍ ଆସିଷ୍ଟାନ୍ସ ସିଷ୍ଟମ୍) ସୁରକ୍ଷା ବୈଶିଷ୍ଟ୍ୟ ସହିତ ସଜ୍ଜିତ ଯାନ କିଣିବାକୁ ପସନ୍ଦ କରନ୍ତି । ADAS ଆଜିକାଲି କାରରେ ସବୁଠାରୁ ଭଲ ଗୁଣବର୍ତ୍ତା ଓ ଅଧିକ ଚାହିଦା ପାଇଁ ଲୋକପ୍ରିୟତା ଭିତରେ ରହିଛି । ପ୍ରାୟ ସମସ୍ତେ ବର୍ତ୍ତମାନ କାର କ୍ରୟ କରିବା ପୂର୍ବରୁ ଏହା ADAS ବୈଶିଷ୍ଟ୍ୟ ଅନ୍ତର୍ଭୁକ୍ତ କି ନାହିଁ ତାହା ଉପରେ ନଜର ରଖୁଛନ୍ତି । ଭଲ ଖବର ହେଉଛି ଯେ ଭାରତରେ, ADAS ଭଳି ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟଗୁଡ଼ିକ ଆଉ ମହଙ୍ଗା, ପ୍ରିମିୟମ୍ ଯାନ ପର୍ଯ୍ୟନ୍ତ ସୀମିତ ନୁହେଁ । ନିର୍ମାତାମାନେ ଏବେ ସେଗୁଡ଼ିକୁ ବଜେଟ୍-ଅନୁକୂଳ କାରଗୁଡ଼ିକରେ ମଧ୍ୟ ପ୍ରଦାନ କରିବା ଆରମ୍ଭ କରିଛନ୍ତି । ଯଦି ଆପଣ ସୀମିତ ବଜେଟ୍ ରେ ADAS ସୁରକ୍ଷା ବୈଶିଷ୍ଟ୍ୟ ସହିତ ଏକ କାର କିଣିବାକ…

Read More