Author: TRUPTIMAYEE SAHOO

ପ୍ରଚଣ୍ଡ ଗରମରୁ ମୁକ୍ତି ପାଇବା ପାଇଁ, ପ୍ରାୟ ସମସ୍ତେ ନିଜ ନିଜ ଘରେ ଏୟାର କଣ୍ଡିସନରର ସର୍ଭିସିଂ କରିଛନ୍ତି ଏବଂ ସେଗୁଡ଼ିକୁ ବ୍ୟବହାର କରିବା ଆରମ୍ଭ କରିଛନ୍ତି । ଥରେ ଗରମରେ ଏୟାର କଣ୍ଡିସନର ରୁମ୍ ରେ ପଶିଲେ ଏଥିରୁ ବାହାରକୁ ବାହାରିବା ସତେ ଯେପରି ଏକ ବଡ କଷ୍ଟକର କାର୍ଯ୍ୟ ପରି ମନେହୁଏ । ଯଦି କାହାକୁ କିଛି କାମ ପାଇଁ ସିଧାସଳଖ ଟାଣଖରାରେ ବାହାରକୁ ଯିବାକୁ ପଡ଼େ ତେବେ ଏହା ନିଜେ ଏକ ଚ୍ୟାଲେଞ୍ଜ ଭଳି ଲାଗେ । କିନ୍ତୁ କ’ଣ ଆପଣ ଜାଣନ୍ତି ଯେ ଯେତେବେଳେ ଆପଣ ଏସିର ଥଣ୍ଡା ପବନରୁ ସିଧାସଳଖ ପ୍ରଚଣ୍ଡ ଖରାରେ ବାହାରକୁ ବାହାରନ୍ତି ସେତେବେଳେ ପ୍ରକୃତରେ ଶରୀରରେ ହୁଏ କ’ଣ ? ଜସଲୋକ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ରର ନ୍ୟୁରୋମାସ୍କୁଲାର ଡିସଅର୍ଡରର ପରାମର୍ଶଦାତା ନ୍ୟୁରୋଲୋଜିଷ୍ଟ ଏବଂ ବିଶେଷଜ୍ଞ ଡକ୍ଟର ବିନୟ ଭଣ୍ଡାରୀ ‘ଏହି ଏସି ପରିବେଶରୁ ସିଧାସଳଖ ସୂର୍ଯ୍ୟର ପ୍ରଚଣ୍ତତାରେ ବାହାରିବା…

Read More