Author: TRUPTIMAYEE SAHOO

ବିଶ୍ୱ ମାନଚିତ୍ରରେ ଗୋଟିଏ ଛୋଟ ଜଳପଥ ଅଛି ଯାହାର ନାମ ହେଉଛି ‘ହର୍ମୁଜ ପ୍ରଣାଳୀ’ (Strait of Hormuz)। ଦୁନିଆର ପ୍ରାୟ ୨୫ ପ୍ରତିଶତ ତେଲ ଏବଂ ଗ୍ୟାସ୍ ଏହି ରାସ୍ତା ପରିବହନ କରାଯାଏ । କିନ୍ତୁ ବର୍ତ୍ତମାନ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ଏହି ରାସ୍ତା ଏବେ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି। ଏହି ଛୋଟ ଜଳପଥ ଦେଇ ଦୁନିଆର ଏକ ଚତୁର୍ଥାଂଶ ତେଲ ଯାଉଥିବା ବେଳେ, ଏବେ ଏହା ଯୁଦ୍ଧ ଯୋଗୁଁ ବନ୍ଦ ହେବା ପରିସ୍ଥିତିରେ । ଏହି ସମୟରେ ଇରାନ ଏକ ବିକଳ୍ପ ରାସ୍ତା ଖୋଜୁଛି। ପାକିସ୍ତାନ ନିଜ ଭୂମିକୁ ଇରାନର ସାମଗ୍ରୀ ପାଇଁ ‘ଟ୍ରାଞ୍ଜିଟ୍ ରୁଟ୍’ ଭାବେ ବ୍ୟବହାର କରିବାକୁ ଅନୁମତି ଦେଇଛି । କିନ୍ତୁ ବିଶ୍ୱର ବଡ଼ ବଡ଼ ଅର୍ଥନୀତିଜ୍ଞମାନେ ଏକ କଠୋର ବାସ୍ତବତା କହିଛନ୍ତି- “ଭାରତ ବିନା ପାକିସ୍ତାନର ଏହି ସବୁ ରାସ୍ତା କେବଳ ମରୁଭୂମିର ବାଲି ହୋଇ ରହିଯିବ।”…

Read More