Author: TRUPTIMAYEE SAHOO

ଗତ ବର୍ଷ ଜୁନ୍ ମାସରେ ଲଣ୍ଡନରେ ମୃତ୍ୟୁବରଣ କରିଥିବା ବ୍ୟବସାୟୀ ସଂଜୟ କପୁରଙ୍କ ସମ୍ପତ୍ତିକୁ ତାଙ୍କ ତୃତୀୟ ପତ୍ନୀ ପ୍ରିୟା ସଚଦେବ କପୁର ଓ ଦ୍ଵିତୀୟ ପତ୍ନୀ ଅଭିନେତ୍ରୀ କରିସ୍ମା କପୁରଙ୍କ ଦୁଇ ପିଲା କିୟାନ୍ ଏବଂ ସମାଇରାଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ । ଯାହାକୁ ନେଇ ପରବର୍ତ୍ତୀ ମୁହୂର୍ତ୍ତରେ ହୋଇଥିବା ବିବାଦ ମଧ୍ୟରେ ଏହାକୁ ନେଇ ଗୁରୁବାର ଦିଲ୍ଲୀ ହାଇକୋର୍ଟ ଏକ ସ୍ଥଗିତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପିତା ସଞ୍ଜୟଙ୍କ ସମ୍ପତିଙ୍କୁ ନେଇ ପୁଅ କିୟାନ୍ ଏବଂ ସମାଇରା ଅଭିଯୋଗ କରିଛନ୍ତି ଯେ ପ୍ରିୟା କପୁର ବାପାଙ୍କ ନାମରେ ଏକ ଜାଲି ଇଚ୍ଛାପତ୍ର ଦାଖଲ କରିଛନ୍ତି ଏବଂ ତାଙ୍କ ସମ୍ପତ୍ତିର ଏକ ଅସମ୍ପୂର୍ଣ୍ଣ ପ୍ରକାଶ ଦାଖଲ କରିଛନ୍ତି । ସେମାନେ ଦାବି କରିଛନ୍ତି ଯେ ତାଲିକାରେ ‘ଅଡେମାର୍ସ ପିଗୁଏଟ୍ ଏବଂ ରୋଲେକ୍ସ’ ଭଳି ବ୍ରାଣ୍ଡ ର ମହଙ୍ଗା ପୋଲୋ ଘୋଡା ଏବଂ ଲଗଜରୀ ହାତ ଘଣ୍ଟା ଅନ୍ତର୍ଭୁକ୍ତ ନାହିଁ ।…

Read More