Author: TRUPTIMAYEE SAHOO

ଅହମ୍ମଦାବାଦ ସାଇବର କ୍ରାଇମ୍ ବ୍ରାଞ୍ଚ ବୁଧବାର ଦିନ ଚାରି ଜଣଙ୍କୁ ଅନଲାଇନ ତାଙ୍କ ଚୋରି ନେଇ ଗିରଫ କରିଛି । ଯେଉଁମାନେ ଗୁଗୁଲର ଜେମିନିର AI ଟୁଲ୍ ସମେତ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରି ଜଣେ ବ୍ୟବସାୟୀଙ୍କ ଡିପଫେକ୍ ଭିଡିଓ ବା ନକଲି ମୁହଁ ଥିବା ଭିଡିଓ ତିଆରି କରିଥିଲେ । ଏହା ପରେ OTP ଆଲର୍ଟକୁ ଟ୍ରିଗର ନକରି ଏକ ଠକେଇ ଋଣ କାରବାର କରିବା ପାଇଁ ଆଧାର ବାୟୋମେଟ୍ରିକ୍ ଯାଞ୍ଚକୁ ବାଇପାସ୍ କରିଥିଲେ। ଆମଦାନୀ-ରପ୍ତାନି କାର୍ଯ୍ୟରେ ନିୟୋଜିତ ଜଣେ ସହରର ବ୍ୟବସାୟୀ ଦୁଇ ଦିନ ଧରି ତାଙ୍କ ବ୍ୟାଙ୍କରୁ OTP ପାଇବା ବନ୍ଦ କରିଦେଇଥିବା ଏବଂ କିଛି ଭୁଲ ହୋଇଥିବା ସନ୍ଦେହ କରି ପୋଲିସ ସହିତ ଯୋଗାଯୋଗ କରିବା ପରେ କିଛି ଏଭଳି ସଙ୍ଗୀନ ମାମଲା ସାମ୍ନାକୁ ଆସିଛି । ତଦନ୍ତ ସମୟରେ, ପୋଲିସ ଜାଣିପାରିଲା ଯେ ତାଙ୍କ ଆଧାର ସହିତ ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବର OTP…

Read More