Author: TRUPTIMAYEE SAHOO

ଭାରତରେ ଆଗୁଆ ମୌସୁମୀ ଋତୁର ଆରମ୍ଭ ଅସ୍ୱାଭାବିକ ଭାବରେ ଆର୍ଦ୍ର ହେବାର ସମ୍ଭାବନା ଅଛି । ଭାରତ ପାଣିପାଗ ବିଭାଗ ୨୦୨୬ ମେ ମାସରେ ସାରା ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଗତ ମାସର ରିପୋର୍ଟ ଅନୁଯାୟୀ, ମେ ମଧ୍ୟରେ ବର୍ଷା ହାରାହାରି (LPA) ର ୧୧୦% ଅତିକ୍ରମ କରିବ ବୋଲି ଆଶା କରାଯାଉଛି । ଯାହା ସାଧାରଣ ପ୍ରାରମ୍ଭିକ ଗ୍ରୀଷ୍ମ ପରିସ୍ଥିତିରୁ ବିଶେଷ ଭିର୍ଣ୍ଣ ପରିବର୍ତ୍ତିତ ରହିପାରେ ବୋଲି ଦିଆଯାଇଛି ସୂଚନା । ୧୯୭୧ ରୁ ୨୦୨୦ ପର୍ଯ୍ୟନ୍ତ ତଥ୍ୟ ଆଧାରରେ ମେ ମାସରେ ବର୍ଷା ପାଇଁ LPA ଉତ୍ତର ଭାରତ ଏବଂ ସମଗ୍ର ଦେଶ ପାଇଁ ୬୪.୧ ମିଲିମିଟର ରହିଛି । ଏହି ବର୍ଷର ଆକଳନ ସୂଚାଇ ଦିଏ ଯେ ଅଧିକାଂଶ ଅଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ । ଯାହା ବୃଦ୍ଧି ପାଉଥିବା ତାପମାତ୍ରାରୁ ମୁକ୍ତି ଦେବା…

Read More