Author: TRUPTIMAYEE SAHOO

ରାଷ୍ଟ୍ର ନିର୍ମାଣରେ ଯୁବବର୍ଗଙ୍କ ଯୋଗଦାନର ଏକ ଐତିହାସିକ ମାଇଲଖୁଣ୍ଟ ବିଶିଷ୍ଟ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ପାଇବେ ପ୍ରତିଯୋଗୀ  କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ଓ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟଙ୍କ ନେତୃତ୍ୱରେ ଯୁବ ବ୍ୟାପାର ବିଭାଗ ପକ୍ଷରୁ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ବିକଶିତ ଭାରତ ଯୁବ ନେତୃତ୍ୱ ବର୍ତ୍ତାଳାପ ଆୟୋଜନ କରାଯାଉଛି। ଜାତୀୟ ଯୁବ ମହୋତ୍ସବର ପୁନଃକଳ୍ପନାରେ ପରିଣତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଯୁବପିଢ଼ିଙ୍କୁ ବିକଶିତ ଭାରତ ପାଇଁ ଅଭିନବ ସମାଧାନ ଉପସ୍ଥାପନ କରିବା ପାଇଁ ଏକ ଅନନ୍ୟ ପ୍ଲାଟଫର୍ମ ପ୍ରଦାନ କରିବା । ଏହା ଯୁବ ନେତୃତ୍ୱମାନଙ୍କୁ ଦେଶର ଭବିଷ୍ୟତ ଗଠନ ପାଇଁ ସେମାନଙ୍କର ଚିନ୍ତାଧାରାରେ ଯୋଗଦାନ କରିବା ସହିତ ନୀତି ନିର୍ଦ୍ଧାରକ, ଜାତୀୟ ଏବଂ ବିଶ୍ୱସ୍ତରୀୟ ବିଶେଷଜ୍ଞ ମାନଙ୍କ ସହ ସିଧାସଳଖ ଯୋଗାଯୋଗ କରିବାର ସୁଯୋଗ ପ୍ରଦାନ କରିବ । ଦେଶର ଯୁବ ନେତୃତ୍ୱମାନେ…

Read More