Author: TRUPTIMAYEE SAHOO

୨୪ ଘଣ୍ଟାରେ ମିଳିଲା ୧୯ ଲକ୍ଷ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ପ୍ରାର୍ଥୀ ଆତିଶୀ ରବିବାର ତାଙ୍କ ଅନଲାଇନ୍‌ ପୋର୍ଟାଲ ଜରିଆରେ ୧୯ ଲକ୍ଷରୁ ଅଧିକ ଟଙ୍କା ସଂଗ୍ରହ କରିଛନ୍ତି । କାଳକାଜି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି  ଆତିଶୀ । କିନ୍ତୁ ନିର୍ବାଚନ ପ୍ରଚାର ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ । ନିର୍ବାଚନ ପ୍ରଚାର ପାଇଁ ସେ ୪୦ ଲକ୍ଷ ଟଙ୍କା ଧାର୍ଯ୍ୟ କରିଛନ୍ତି । ଏହି ଟଙ୍କା ସେ କ୍ରାଉଡଫଣ୍ଡିଂ ବା ଜନତା-ସହଯୋଗ ମାଧ୍ୟମରେ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛନ୍ତି । ତେଣୁ ଏନେଇ ସେ ସାଧାରଣ ଜନତାଙ୍କୁ ଟଙ୍କା ପାଇଁ ନିବେଦନ କରିଥିଲେ ।  ଚଳିତ ମାସ ୧୦ ତାରିଖ ଅପରାହ୍ନ ସାଢେ ୫ଟା ସୁଦ୍ଧା ଦଳର ଦାନ ପୃଷ୍ଠାରେ ଦର୍ଶାଯାଇଛି ଯେ ୪୫୫ ଜଣ ତାଙ୍କୁ ସମୁଦାୟ ୧୯,୩୨,୭୨୮ ଟଙ୍କା ଦାନ କରିଛନ୍ତି । ଏହା ପୂର୍ବରୁ ଆତିଶୀ…

Read More