Author: TRUPTIMAYEE SAHOO

ସେମାନଙ୍କ ଦକ୍ଷତାର କାହାଣୀ ପ୍ରେରଣାଦାୟୀ ଦେଶର ଅର୍ଥନୀତି ସୁଦୃଢ ହେଉଛି ପ୍ରବାସୀ ଭାରତୀୟଙ୍କ ଦକ୍ଷତାର କାହାଣୀ ଆମକୁ ପ୍ରେରଣା ଦେଇଛି । ଆମର ଯୋଗ, ଆୟୁର୍ବେଦ, ହସ୍ତଶିଳ୍ପ, ସଂସ୍କୃତି, ମେକ୍‌ ଇନ୍‌ ଇଣ୍ଡିଆ ଉତ୍ପାଦର ପ୍ରଚାରପ୍ରସାର କରି ସେମାନେ ଅନ୍ତର୍ଭୁକ୍ତି ବିକାଶରେ ଅଂଶୀଦାର ହୋଇଛନ୍ତି ଏବଂ ନିଜ ଦକ୍ଷତା ବଳରେ ବିକଶିତ ଭାରତରେ ସେମାନଙ୍କ ସହଭାଗିତାକୁ ସୁନିଶ୍ଚିତ କରିଛନ୍ତି ବୋଲି କେନ୍ଦ୍ର ଶ୍ରମ ଓ ରୋଜଗାର, ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ସୁଶ୍ରୀ ଶୋଭା କରନ୍ଦାଲଜେ ପ୍ରକାଶ କରିଛନ୍ତି । ଜନତା ମୈଦାନଠାରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳନର ଦ୍ୱିତୀୟ ଦିବସରେ ‘ବାଧା ଦୂର କରି ସମ୍ପର୍କର ସେତୁ ନିର୍ମାଣ: ପ୍ରବାସୀଙ୍କ ଦକ୍ଷତାର କାହାଣୀ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁଶ୍ରୀ କରନ୍ଦାଲଜେ କହିଛନ୍ତି ଯେ ଏହି ଦିବସ ପାଳନରେ ସମସ୍ତ ପ୍ରବାସୀ ଭାରତୀୟଙ୍କ ଯୋଗଦାନ ସମ୍ପୂର୍ଣ୍ଣ ବିଶ୍ୱରେ ଭାରତର ସକରାତ୍ମକ ପ୍ରଭାବ…

Read More