Author: TRUPTIMAYEE SAHOO

Subhadra Yojana: ଓଡ଼ିଶାର କୋଟିଆରେ ଦ୍ୱୈତ ଆଧାର କାର୍ଡ ଥିବା ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନାର ସୁବିଧା ନାହିଁ। କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତ ଅଧୀନରେ ଥିବା ସୀମାନ୍ତ ଗ୍ରାମରେ ରହୁଥିବା ମହିଳାମାନେ ଓଡ଼ିଶା ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ସୁଭଦ୍ରା ଯୋଜନାରେ ଦ୍ୱୈତ ଆଧାର କାର୍ଡ ପାଇଥିବା ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ମିଳିବନି ଟଙ୍କା। ଏମାନଙ୍କ ମଧ୍ୟରୁ ଅଧିକାଂଶ ମହିଳାଙ୍କ ପାଖରେ ଉଭୟ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଆଧାର କାର୍ଡ ରହିଛି। ଏହି ସମସ୍ୟା କାରଣରୁ ଯାଞ୍ଚ ପ୍ରକ୍ରିୟା ସମୟରେ ମହିଳା ସଶକ୍ତୀକରଣ ପାଇଁ ଉଦ୍ଦିଷ୍ଟ ସୁଭଦ୍ରା ଯୋଜନା ପାଇଁ ସେମାନଙ୍କ ଆବେଦନ ବାତିଲ କରାଯାଇଛି। ଏହି ସମସ୍ୟାର ସମାଧାନ ସ୍ଥାନୀୟ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିବା ବେଳେ ସୀମାବର୍ତ୍ତୀ ଗାଁଗୁଡ଼ିକର ଅନେକ ମହିଳା ସେମାନଙ୍କ ଯୋଗ୍ୟତାକୁ ନେଇ ଅନିଶ୍ଚିତହୋଇ ପଡ଼ିଛନ୍ତି। ସରକାରୀ ପାଣ୍ଠି ନ ମିଳିବା ସତ୍ତ୍ୱେ ମହିଳାମାନେ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହେବାର ଆଶା ରଖିଛନ୍ତି। ଏହି ପ୍ରକ୍ରିୟାକୁ…

Read More