Author: TRUPTIMAYEE SAHOO

Social Media: ବିଶେଷ କରି ମହିଳାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟକୁ ସୋସିଆଲ ମିଡିଆ ପ୍ଲାଟଫର୍ମ କିମ୍ବା ୟୁଟ୍ୟୁବରେ ପ୍ରସାରିତ କରାଯିବା ଉଚିତ ନୁହେଁ। ଅନ୍ୟମାନଙ୍କ ଭାବନାକୁ ଆଘାତ ଦେଉଥିବା ସୋସିଆଲ ମିଡିଆପ୍ଲାଟଫର୍ମରେ ଅପମାନଜନକ ମନ୍ତବ୍ୟ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି। ନିକଟରେ ୟୁଟ୍ୟୁବର ରଣବୀର ଅଲ୍ଲାବାଦିଆ ଓ ଅନ୍ୟମାନଙ୍କ ଅଶ୍ଳୀଳ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରିପ୍ରେକ୍ଷୀରେ ଶ୍ରୀ ପରିଡ଼ା ଏଭଳି ବୟାନ ଦେଇଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଯେଉଁମାନେ ସୋସିଆଲ ମିଡିଆରେ ଅଛନ୍ତି ସେମାନେ କାହାକୁ ଆଘାତ ଦେଉଥିବା ଏଭଳି ମନ୍ତବ୍ୟ ଦେବାଠାରୁ ଦୂରେଇ ରହିବା ଉଚିତ୍ । ଯଦି କେହି ଏଭଳି ଆଚରଣ କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ବିଶେଷ କରି ମହିଳାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟକୁ ସୋସିଆଲ ମିଡିଆ ପ୍ଲାଟଫର୍ମ କିମ୍ବା ୟୁଟ୍ୟୁବରେ ପ୍ରସାରିତ କରାଯିବା ଉଚିତ ନୁହେଁ। ଯେଉଁମାନେ ଏଭଳି ମନ୍ତବ୍ୟ…

Read More