Author: TRUPTIMAYEE SAHOO

Congress: ରାଜ୍ୟରେ କଂଗ୍ରେସର ମନୋବଳକୁ ପୁନରୁଦ୍ଧାର କରିବା ପାଇଁ ଭକ୍ତଙ୍କୁ ଏପରି ବଡ଼ ଦାୟିତ୍ୱ ଦିଆଯାଇଛି। ଦୀର୍ଘ ସାତମାସ ପରେ ଓଡ଼ିଶା ପିସିସି ସଭାପତି ମୁକୁଟ ପିନ୍ଧିଛନ୍ତି ଦଳର ବରିଷ୍ଠ ନେତା ଭକ୍ତ ଚରଣ ଦାସ। ତେବେ ଓଡ଼ିଶାରେ କଂଗ୍ରେସର ସ୍ଥିତି ଯାହା ତାକୁ ସୁଧାରିବା ଭକ୍ତଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ପୂର୍ବରୁ ଦଳ ସିଏଲପି ପଦ ପାଇଁ ଜଣେ ଏସଟି ନେତାଙ୍କୁ ଚୟନ କରିଛି। ତେବେ ଯେଉଁ ରାଜ୍ୟରେ କଂଗ୍ରେସ ୨୫ ବର୍ଷ ଧରି କ୍ଷମତାରେ ନାହିଁ ସେଠାରେ ପିସିସି ସଭାପତି ଭାବେ ଭକ୍ତଙ୍କୁ କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ିବ। ୨୦୨୪ ବିଧାନସଭା ନିର୍ବାଚନରେ ପରାଜୟ ପରେ ପୁନର୍ଗଠନ ପାଇଁ ଓଡ଼ିଶା ୟୁନିଟ୍ ଭାଙ୍ଗିବାର ୭ ମାସ ପରେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ମଙ୍ଗଳବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ରାଜ୍ୟ ସଂଗଠନର ମୁଖ୍ୟ ଭାବେ ନିଯୁକ୍ତ କରିଛି। ଗତ ୨୫ ବର୍ଷ…

Read More