Author: TRUPTIMAYEE SAHOO

ନ୍ୟାୟିକ ଦାୟିତ୍ୱ ବହୁ ଦିନ ଧରି ଏକ ଆଲୋଚନାର ବିଷୟ ହୋଇଆସିଛି । ବର୍ତ୍ତମାନ, ବିଚାରପତି ଯଶୱନ୍ତ ବର୍ମାଙ୍କ ଇସ୍ତଫା ପରେ ଏହି ପ୍ରସଙ୍ଗକୁ ନେଇ ପୁଣି ଥରେ ବିତର୍କ ତୀବ୍ର ହୋଇଛି । ତାଙ୍କ ଉପରେ ଦୁର୍ନୀତିର ଗମ୍ଭୀର ଅଭିଯୋଗ ଆସିଛି ; ବିଶେଷକରି, ଯେତେବେଳେ ସେ ଦିଲ୍ଲୀ ହାଇକୋର୍ଟରେ ନିଯୁକ୍ତି ପାଇଥିଲେ । ତାଙ୍କ ସରକାରୀ ବାସଭବନର ବାହାରେ କୋଟି କୋଟି ଟଙ୍କାର ବିଡ଼ା ନୋଟ୍ ଉଦ୍ଧାର କରାଯାଇଥିଲା । ତାଙ୍କୁ ଶୀଘ୍ର ଆଲ୍ଲାହାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା । ଏକ ପଦକ୍ଷେପ ଯାହାକୁ ପରବର୍ତ୍ତୀ ସମୟରେ ସେଠାକାର ଓକିଲ ସଂଘଗୁଡ଼ିକ ବିରୋଧ କରିଥିଲେ। ବହୁବିକ ପ୍ରସଙ୍ଗ ଦୁର୍ନୀତି ବ୍ୟତୀତ, ନ୍ୟାୟିକ ଦାୟିତ୍ୱର ପରିସର ଅନ୍ୟ ଅନେକ ପ୍ରସଙ୍ଗକୁ ଅନ୍ତର୍ଭୁକ୍ତ କରେ । ଉଦାହରଣ ସ୍ୱରୂପ ଏଥିରେ ଅନ୍ତର୍ଭୁକ୍ତ, ଅନ୍ୟମାନଙ୍କର କ୍ଷେତ୍ରାଧିକାରକୁ ଅତିକ୍ରମ କରିବା ପାଇଁ ନିଜର ସୀମା ଅତିକ୍ରମ କରିବା । ସାଧାରଣ ନାଗରିକଙ୍କ ମୌଳିକ ଅଧିକାରକୁ…

Read More