Author: TRUPTIMAYEE SAHOO

Old age pension : ଚାହିଁ ବସିଛନ୍ତି ୪୫ ଲକ୍ଷ ହିତାଧିକାରୀ, ପଡ଼ୋଶୀ ଆନ୍ଧ୍ର ଦେଉଛି ୪ ହଜାର ‘ସଂକଳ୍ପ’ପତ୍ର ପ୍ରତିଶ୍ରୁତି ପୂରଣ କରନ୍ତୁ ନୂଆ ସରକାର, ୮୦ ବର୍ଷରୁ ଊର୍ଦ୍ଧ୍ୱ ଓ ଭିନ୍ନକ୍ଷମଙ୍କୁ ଏଯାଏ ମିଳିନି ବର୍ଦ୍ଧିତ ଭତ୍ତା।  ପଡ଼ୋଶୀ ଆନ୍ଧ୍ର ଦେଉଛି ୪ ହଜାର । ଓଡ଼ିଶାରେ ମାତ୍ର ୧ ହଜାର। କେବେ ବଢ଼ିବ ବାର୍ଦ୍ଧକ୍ୟ ଭତ୍ତା? ଚାତକ ଭଳି ଚାହିଁ ରହିଛନ୍ତି ରାଜ୍ୟର ପ୍ରାୟ ୪୫ ଲକ୍ଷ ବୁଢ଼ାବୁଢ଼ୀ। ସରକାର କ୍ଷମତାକୁ ଆସିବା ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ଭତ୍ତା ବଢ଼ିବ। ମାସିକ ମିଳିବ ୩ ହଜାର। ହେଲେ ୫ ମାସ ପରେ ବି ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରିନାହାନ୍ତି। ଏହାଛଡ଼ା ୮୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ଭିନ୍ନକ୍ଷମ ହିତାଧିକାରୀଙ୍କୁ ୩୫୦୦ ଟଙ୍କା ଭତ୍ତା ମିଳିବ ବୋଲି ଗତ ଜୁଲାଇ ମାସର ବଜେଟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏ ଯାଏଁ କିନ୍ତୁ ବର୍ଦ୍ଧିତ ଭତ୍ତା…

Read More