Author: TRUPTIMAYEE SAHOO

ଆମ ଯୁବଶକ୍ତିଙ୍କ ପ୍ରତିଭା ଓ ଚତୁରତା ଅସାଧାରଣ ଭାରତକୁ ସମୃଦ୍ଧ କରିବ; ଧର୍ମେନ୍ଦ୍ର ଆମ ଯୁବ ଶକ୍ତିଙ୍କ ପ୍ରତିଭା ଓ ଚତୁରତା ଅସାଧାରଣ । ଆମର ଯୁବଶକ୍ତି, ଅଭିନବ ଯୁବଶକ୍ତି ଏବଂ ବୈଷୟିକ ଶକ୍ତି ଭାରତର ଶକ୍ତି ହୋଇଛି ବୋଲି ସାରା ବିଶ୍ୱ କହୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ – ୨୦୨୪(ଏସଆଇଏଚ)ର ଗ୍ରାଣ୍ଡ ଫିନାଲେରେ ଯୁବ ଉଦ୍ଭାବକମାନଙ୍କ ସହ ମତ ବିନିମୟ କରିବା ଅବସରରେ ଏହା କହିଛନ୍ତି ।  ସେହିପରି ପ୍ରଧାନମନ୍ତ୍ରୀଙ୍କ ଏହି ମତ ବିନିମୟ କାର୍ଯ୍ୟକ୍ରମ ଓ ସକାଳେ ଏହି ହାକାଥନକୁ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଉଦଘାଟନ କରିବା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଅନ୍ୟତମ ପ୍ରତୀକ ହୋଇଛି । ଏହି ହାକାଥନ ଭାରତର ବିଶାଳତା ଓ ବିବିଧତାକୁ ଦର୍ଶାଇବା ସହ  “ସବକା…

Read More