Author: TRUPTIMAYEE SAHOO

ପାପରେ ଅଂଶୀଦାର ହୁଅନ୍ତୁନି ଇନ୍ଦୋରରେ ପହିଲାରୁ କଟକଣା ଏଣିକି ଭିକ୍ଷା ଦେଲେ ଯିବ ଜେଲ। ନାଁରେ ରୁଜୁ ହେବ ମାମଲା। ହଁ ଆଜ୍ଞା ଯାହା ଶୁଣିଲେ ଠିକ  ଶୁଣିଲେ। ଏପରି ପଦକ୍ଷେପ ନେବାକୁ ଯାଉଛି ପ୍ରଶାସନ। ଯାହା ଆସନ୍ତା ଜାନୁଆରି ପହିଲାରୁ ଇନ୍ଦୋରରେ ଲାଗୁ ହେବାକୁ ଯାଉଛି। ଏନେଇ ଇନ୍ଦୋରର ଜିଲ୍ଲାପାଳ ଆଶିଷ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ ଭିକ୍ଷା ଦେବାରୁ ଦୂରେଇ ରୁହନ୍ତୁ ଏବଂ ପାପରେ ଅଂଶୀଦାର ନ ହୁଅନ୍ତୁ। ଭିକାରି ମୁକ୍ତ ହେବାକୁ ଚାହୁଁଥିବା ଭାରତର ସବୁଠାରୁ ସ୍ୱଚ୍ଛ ସହର ଇନ୍ଦୋର ଏହାର ରାସ୍ତାକୁ ଭିକାରିମୁକ୍ତ କରିବା ପାଇଁ ଚରମ ପଦକ୍ଷେପ ନେଇଛି। ୨୦୨୫ ଜାନୁଆରି ପହିଲାରୁ ସହରରେ ଭିକାରୀଙ୍କୁ ଭିକ୍ଷା ଦେଉଥିବା ଲୋକଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ଏଫ୍ଆଇଆର୍ ରୁଜୁ କରିବ। ୨୦୨୪ ଡିସେମ୍ବର ଶେଷ ପର୍ଯ୍ୟନ୍ତ ଭିକ୍ଷାବୃତ୍ତି ବିରୋଧରେ ସଚେତନତା ଅଭିଯାନ ଜାରି ରହିବ ବୋଲି ଜିଲ୍ଲାପାଳ ଆଶିଷ ସିଂହ କହିଛନ୍ତି। ଗଣମାଧ୍ୟମସହ କଥାବାର୍ତ୍ତା କରି…

Read More