Author: TRUPTIMAYEE SAHOO

ସାହିବଜାଦାମାନଙ୍କ ବୀରତା ଏବଂ ବଳିଦାନକୁ ସ୍ମରଣ କରୁଛୁ;ପ୍ରଧାନମନ୍ତ୍ରୀ ଭାରତର ପ୍ରଗତିରେ ଯୁବଶକ୍ତିର ବଡ଼ ଭୂମିକା ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ବୀର ବାଲ୍ ଦିବସରେ ଅଂଶଗ୍ରହଣ କରିଥିଲେ । ୩ୟ ବୀର ବାଲ୍ ଦିବସ ପାଳନ ଉପଲକ୍ଷେ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧନ କରି ମୋଦି କହିଥିଲେ ଯେ ସାହିବଜାଦେମାନଙ୍କ ଅତୁଳନୀୟ ସାହସିକତା ଓ ବଳିଦାନକୁ ସ୍ମରଣ କରିବାକୁ ସରକାର ବୀର ବାଲ ଦିବସ ଆରମ୍ଭ କରିଥିଲେ । ଏହି ଦିବସ ଏବେ କୋଟି କୋଟି ଭାରତୀୟଙ୍କ ପାଇଁ ଜାତୀୟ ପ୍ରେରଣାର ପର୍ବ ପାଲଟିଯାଇଛି ବୋଲି ସେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ଦିବସ ଅନେକ ପିଲା ଏବଂ ଯୁବକଯୁବତୀଙ୍କୁ ଅଦମ୍ୟ ସାହସ ଓ ପ୍ରେରଣା ଦେବା ପାଇଁ କାର୍ଯ୍ୟ କରିଛି । ସାହସିକତା, ଉଦ୍ଭାବନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ କଳା ଆଦି କ୍ଷେତ୍ରରେ ବୀର ବାଲ ପୁରସ୍କାର…

Read More