Author: TRUPTIMAYEE SAHOO

ମୂଲ୍ୟ ଟ.୧,୨୧,୯୫୧ରୁ ଆରମ୍ଭ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚଏମଏସଆଇ) ଏହାର ନୂତନ ଏସପି-୧୬୦ର ଶୁଭାରମ୍ଭ କରିଛି। ଯାହା ଆସନ୍ତା ଓବିଡ଼ି୨ବି ନିୟାମକ ଅନୁରୂପ ଏସପି୧୬୦ ବିକଶିତ ଜ୍ଞାନକୌଶଳ, ଚମକପ୍ରଦ ଡ଼ିଜାଇନ ତଥା ଅତ୍ୟାଧୁନିକ ବିଶେଷତ୍ୱକୁ ଏକାଠି କରି ଏହାର ଶୁଭାରମ୍ଭ କରିଛି । ଏହି ନୂତନ ୨୦୨୫ ହୋଣ୍ଡା ଏସପି୧୬୦ର ମୂଲ୍ୟ ଟ.୧,୨୧,୯୫୧ରୁ ଆରମ୍ଭ ହେବ ତଥା ସମସ୍ତ ମୂଲ୍ୟ ଏକ୍ସ ସୋ’ରୁମ ଦିଲ୍ଲୀ ରହିବ । ଅପଡେଟେଡ ଏସପି୧୬୦ ପରିଚୟ ପର୍ବ ଅବସରରେ ମତବ୍ୟକ୍ତ କରି ସୁଟୁସୁମୁ ଓଟାନୀ, ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ କହିଛନ୍ତି, “ଆମେ ଅତ୍ୟନ୍ତ ଉଲ୍ଲସିତ ସହିତ ନୂତନ ଓବିଡ଼ି୨ବି ନିୟାମକ ଅନୁରୂପ ଏସପି୧୬୦ର ଘୋଷଣା କରୁଅଛୁ । ଶୁଭାରମ୍ଭର ଏକବର୍ଷ ମଧ୍ୟରେ ଏହି ଏସପି୧୬୦ ଗ୍ରାହକଙ୍କ ମଧ୍ୟରେ ଲୋକପ୍ରିୟତାର ଚରମସୀମାରେ ପହଞ୍ଚିବ । ବର୍ତ୍ତମାନ ଓବିଡ଼ି୨ବି ଅନୁରୂପ ଇଞ୍ଜିନ ତଥା ଅତ୍ୟାଧୁନିକ ବିଶେଷତ୍ୱ…

Read More