Author: TRUPTIMAYEE SAHOO

ନିର୍ମାଣ ହେଉଛି ଅସ୍ଥାୟୀ ସହର ଇତିହାସ ରଚିବ ସମାବେଶ ପବିତ୍ର ଗଙ୍ଗା, ଯମୁନା ଏବଂ ପୌରାଣିକ ସରସ୍ୱତୀ ନଦୀର ମିଳନ ହେଉଥିବା ସ୍ଥାନରେ ପ୍ରତି ୧୨ ବର୍ଷରେ ଥରେ ଧାର୍ମିକ ପବିତ୍ରତା ଏବଂ ରୀତିନୀତି ସ୍ନାନର ହଜାର ହଜାର ବର୍ଷ ପୁରୁଣା ପବିତ୍ର କାର୍ଯ୍ୟକ୍ରମ ଚାଲୁ ଆସୁଛି । ଏଥର ଆସନ୍ତା ଜାନୁଆରି ମାସରେ ହେବାକୁ ଯାଉଛି ଏହି ବିଶାଳ କୁମ୍ଭ ମେଳା। ଏଥର ମେଳାରେ ପ୍ରାୟ  ୪୦୦ ନିୟୁତ ବା ୪୦ କୋଟି ତୀର୍ଥଯାତ୍ରୀ ସଙ୍ଗମରେ ସ୍ନାନ କରିବେ ବୋଲି ଆଶା କରାଯାଉଛି। ଯାହାକି ଆମେରିକା ଓ କାନାଡାର ମିଳିତ ଜନସଂଖ୍ୟା ଠାରୁ ମଧ୍ୟ ଅଧିକ। ଭାରତର ପବିତ୍ର ନଦୀ ଗୁଡ଼ିକ ବ୍ୟତୀତ ଏକ ହିନ୍ଦୁ ଧାର୍ମିକ ପର୍ବ ପାଇଁ ଏକ ଅସ୍ଥାୟୀ ସହର ନିର୍ମାଣ କରାଯାଉଛି ଯାହା ଏତେ ବିଶାଳ ହେବ ଯେ ଏହା ମହାକାଶରୁ ଦେଖାଯିବ, ଯାହା କି ଇତିହାସର ସର୍ବବୃହତ ସମାବେଶ ହେବ। ୬ ସପ୍ତାହ…

Read More