Author: TRUPTIMAYEE SAHOO

ଅସ୍ଥାୟୀ ମହାକୁମ୍ଭ ନଗର ପ୍ରତିଷ୍ଠା ଡିଜିଟାଲ ମହାକୁମ୍ଭର ସାକ୍ଷୀ ହେବ ବିଶ୍ୱ ନଜର ରଖିବ ୨୭ ହଜାର ଏଆଇ କ୍ୟାମେରା ମୁତୟନ ହେବେ ୫୦ ହଜାର ସେନାକର୍ମୀ ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ମହାକୁମ୍ଭର ବିଶେଷତ୍ୱ କେବଳ ଏହାର ବିଶାଳତା ନୁହେଁ ବରଂ ଏହାର ବିବିଧତା ମଧ୍ୟରେ ବି ରହିଛି। ଏହି କାର୍ଯ୍ୟକ୍ରମ ପାଇଁ କୋଟି କୋଟି ଲୋକ ଏକାଠି ହୁଅନ୍ତି । ଲକ୍ଷ ଲକ୍ଷ ସାଧୁ, ହଜାର ହଜାର ପରମ୍ପରା, ଶହ ଶହ ଧାର୍ମିକ ଗୋଷ୍ଠୀ, ଅନେକ ଆଖଡ଼ା, ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି । କୌଣସି ସ୍ଥାନରେ ଭେଦଭାବ ନାହିଁ, କେହି ବଡ଼ ନୁହଁନ୍ତି, କେହି ଛୋଟ ନୁହଁନ୍ତି ବୋଲି ମୋଦି ଆଲୋକପାତ କରିଥିଲେ। ବିବିଧତା ଭିତରେ ଏକତାର ଏଭଳି ଦୃଶ୍ୟ ପୃଥିବୀର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ। ତେଣୁ ଆମ କୁମ୍ଭ ମଧ୍ୟ ଏକତାର ମହାକୁମ୍ଭ।…

Read More