Author: TRUPTIMAYEE SAHOO

Odisha Budget: ଏହାଦ୍ୱାରା ଅଭିବୃଦ୍ଧିରେ ବାଧା ଓ ଅର୍ଥନୀତିକୁ ପ୍ରଭାବିତ କରିପାରେ। ଭିତ୍ତିଭୂମି ବିକାଶ, ରୋଜଗାର ସୃଷ୍ଟି ଓ ବିତ୍ତୀୟ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଜାନୁଆରି ଶେଷ ସୁଦ୍ଧା ୪୪ଟି ବିଭାଗ ମଧ୍ୟରୁ ୧୬ଟି ବିଭାଗ ସେମାନଙ୍କ ଆବଣ୍ଟିତ ଅର୍ଥର ଅଧା ବି ଖର୍ଚ୍ଚ କରିପାରୁନଥିବାରୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା କିପରି ବଜେଟର ବଳକା ଟଙ୍କା ଖର୍ଚ୍ଚ କରିବେ ସେଥିନେଇ ରାଜ୍ୟ ସରକାର ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ପୂର୍ତ୍ତ ଭଳି ପ୍ରମୁଖ କ୍ଷେତ୍ରରେ କ୍ରମାଗତ ଭାବେ ପାଣ୍ଠି ବଣ୍ଟନ ହେଉଥିବା ବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ (ପିଆର ଆଣ୍ଡ ଡିଡବ୍ଲୁ), ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ (ଏଚ୍ ଆଣ୍ଡ ୟୁଡି), କ୍ରୀଡ଼ା ଓ ଶକ୍ତି ସମେତ ଅନେକ ବିଭାଗ ଖର୍ଚ୍ଚରେ…

Read More