Author: TRUPTIMAYEE SAHOO

Panchayati Raj Day : ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ମାର୍ଚ୍ଚ ୫ ତାରିଖରେ ଆଡମ୍ବର ସହ ପାଳନ କରାଯିବ ବିଜେଡି ଶାସନରେ ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପଞ୍ଚାୟତିରାଜ ଦିବସ ପାଳନ ହେଉଥିଲା। ଏହାକୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଉଥିଲା। ହେଲେ ସାରା ଦେଶରେ ଏପ୍ରିଲ ୨୪ରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହେଉଥିଲା। ରାଜ୍ୟରେ ସରକାର ବଦଳିବା ପରେ ବିଜେଡି ସରକାରର ନିୟମକୁ ହଟାଇ ଦିଆଯାଇଛି। ଏଣିକି ଏପ୍ରିଲ ୨୪ ତାରିଖରେ ଓଡ଼ିଶାରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥର ସରକାର ବଦଳିଥିବାରୁ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ସରକାରୀ କ୍ୟାଲେଣ୍ଡରରେ ମାର୍ଚ୍ଚ ୫ ତାରିଖକୁ ଛୁଟି ଦିବସ ଭାବେ ରଖାଯାଇଛି। କିନ୍ତୁ ‌ସେହିଦିନ ସରକାର ପଞ୍ଚାୟତିରାଜ ଦିବସ ପାଳନ ନକରିବା ନେଇ ଆଭାସ ମିଳୁଥିଲା। କାରଣ ପଞ୍ଚ‌ାୟତିରାଜ ଦିବସ…

Read More