Author: TRUPTIMAYEE SAHOO

Oscar: ପ୍ରାଇମ୍ ଫୋକସର ପ୍ରତିଷ୍ଠାତା, ଡିଏନଇଜିର ସିଇଓ ଏବଂ ଆଗାମୀ ମେଗା ଇଣ୍ଡିଆନ୍ ଟେଣ୍ଟପୋଲ୍ ଚଳଚ୍ଚିତ୍ର ରାମାୟଣର ପ୍ରଯୋଜକ ନମିତ୍ ମାଲହୋତ୍ରା ୨୦୨୫ ଏକାଡେମୀ ପୁରସ୍କାରରେ ଭିଜୁଆଲ ଇଫେକ୍ଟସ୍ ଓସ୍କାର ଜିତିଲେ  ଫିଲ୍ମ, ଟିଭି ଏବଂ ଇମର୍ସିଭ୍ କଣ୍ଟେଣ୍ଟ ନିର୍ମାଣ ପାଇଁ ଆନିମେସନ୍ ଏବଂ କ୍ରିଏଟିଭ୍ ଟେକ୍ନୋଲୋଜି କମ୍ପାନୀ ଡିଏନଇଜିକୁ ଡୁନ: ପାର୍ଟ ଟୁରେ ଶ୍ରେଷ୍ଠ ଭିଜୁଆଲ ଇଫେକ୍ଟସ ପାଇଁ ଓସ୍କାର ପୁରସ୍କାର ମିଳିଛି । ସୋମବାର ଭାରତୀୟ ସମୟ ସକାଳେ ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ୯୭ତମ ଏକାଡେମୀ ପୁରସ୍କାର ସମାରୋହରେ ଡିନେଗକୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି । ପ୍ରାଇମ ଫୋକସ୍ ୨୦୧୪ରେ ଡିଏନଇଜିର ଅଧିଗ୍ରହଣ କରିବା ପରଠାରୁ ଉଭୟ କମ୍ପାନୀର ମିଳିତ ଶକ୍ତି ଯୋଗୁଁ ମାତ୍ର ୧୦ ବର୍ଷ ମଧ୍ୟରେ ୭ଟି ଓସ୍କାର ଜିତିଛି, ଯାହା ବିଶ୍ୱ ଭିଜୁଆଲ ଇଫେକ୍ଟ ଶିଳ୍ପରେ ଏହାର ପ୍ରଭାବକୁ ଦୃଢ଼ କରିପାରିଛି ।  ଡିଏନଇଜି ଭିଏଫଏକ୍ସ ସୁପରଭାଇଜର ଷ୍ଟିଫେନ୍ ଜେମ୍ସ ଏବଂ ରିସ୍…

Read More