Author: TRUPTIMAYEE SAHOO

ଦେଶରେ ଚାଲିଛି ଭୟଙ୍କର ଗ୍ରୀଷ୍ମ ପ୍ରବାହ । ଜଳୁଛି ଭାରତ ଭୂଖଣ୍ଡ । ଏହା ଭିତରେ ଓଡିଶାର ତାପମାତ୍ରା ସର୍ବାଧିକ ସ୍ତରରେ ପହଚି ଭାଙ୍ଗିଛି ତାର ପୁରୁଣା ରେକର୍ଡ଼ । ମଇ ୨୦ ରେ ଦିଲ୍ଲୀରେ ତାପମାତ୍ରା ୪୬ ଡିଗ୍ରୀ ରହିବ ଆକଳନ କରି ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି ହୋଇଥିବା ବେଳେ ; କାଲି ମଙ୍ଗଳବାର ମଧ୍ୟ-ଅପରାହ୍ନ ସୁଦ୍ଧା ହୀରାକୁଦରେ ରାଜ୍ୟର ସର୍ବାଧିକ ୪୪ ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ଏହା ୪୩.୮ ଡିଗ୍ରୀ ସେଲ୍ସିୟସ୍ ଅତିକ୍ରମ କରିଥିଲା ​​ଯେତେବେଳେ ସମ୍ବଲପୁର ମଧ୍ୟ ୪୩ ଡିଗ୍ରୀ ସେଲ୍ସିୟସ୍ ଅତିକ୍ରମ କରିଥିଲା। ଆଇଏମଡି ନିଶ୍ଚିତ କରିଛି ଯେ ଦିଲ୍ଲୀ, ପଞ୍ଜାବ, ହରିୟାଣା , ଚଣ୍ଡିଗଡ଼ ସହିତ ଓଡ଼ିଶାରେ ସପ୍ତାହ ମଧ୍ୟରେ ପ୍ରବଳ ଗରମର ସମ୍ମୁଖୀନ ହେବା ନେଇ ସମ୍ଭାବନା ଅଛି । ଅତ୍ୟଧିକ ଗରମ ଦୈନନ୍ଦିନ ଜୀବନକୁ ବେଶ ପ୍ରଭାବିତ କରିଛି । ବାସିନ୍ଦାମାନେ ସୁରକ୍ଷିତ ରହିବା ପାଇଁ…

Read More