Author: TRUPTIMAYEE SAHOO

Supreme Court:ପରୀକ୍ଷାରେ ବିଫଳ ହେବ ପରେ ବି  ଜୀବନ ଅଛି ବୋଲି ପିଲାଙ୍କ ମନରେ ଧାରଣ  ସୃଷ୍ଟି କରିବା ଉଚିତ୍; ଶିକ୍ଷାନୁଷ୍ଠାନ ମାନେ ସେମାନଙ୍କ ଛାତ୍ର କଲ୍ୟାଣରେ ଅଧିକ ପାଣ୍ଠି ନିବେଶ କରିବା ଆବଶ୍ୟକ ଏବଂ ଏଥି ପାଇଁ ପାଇଁ ପ୍ରଶିକ୍ଷିତ କର୍ମଚାରୀ ଦରକାର । ଦେଶରେ ଛାତ୍ର ଆତ୍ମହତ୍ୟାର ଭୟଙ୍କର ସ୍ଥିତିର ମୁକାବିଲା ପାଇଁ ଏକ ଟାସ୍କଫୋର୍ସ ଗଠନ କରିବାକୁ ଚଳିତ ସପ୍ତାହରେ ସୁପ୍ରିମ୍ କୋର୍ଟ ଦେଇଥିବା ନିଷ୍ପତ୍ତି ଏକ ସଙ୍କଟର ସ୍ୱୀକୃତି ବୋଲି କୁହାଯାଇପାରେ । ପରିସଂଖ୍ୟାନ କହୁଛି ଯେ ଛାତ୍ରଛାତ୍ରୀ ସବୁଠାରୁ ଅସୁରକ୍ଷିତ ଅବସ୍ଥା ଦେଇ ଗତି କରୁଛନ୍ତି । ସଦ୍ୟତମ ଏନସିଆରବି ତଥ୍ୟ ଅନୁଯାୟୀ, ୨୦୨୨ ବର୍ଷରେ ୧୩,୦୦୦ରୁ ଅଧିକ ଛାତ୍ର ଆତ୍ମହତ୍ୟା କରିଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ କହିବା ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିବାରେ ବର୍ତମାନର  ଢାଞ୍ଚା ପର୍ଯ୍ୟାପ୍ତ  ନୁହେଁ ଏବଂ ଏହା କୌଣସି ପ୍ରଭାବ ପକାଇ ପାରୁନାହିଁ । ଛାତ୍ରଛାତ୍ରୀମାନଙ୍କ…

Read More