Author: TRUPTIMAYEE SAHOO

RG Kar: କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଗଣଦୁଷ୍କର୍ମ ନୁହେଁ ବରଂ ଜଣେ ଅପରାଧୀ ସଞ୍ଜୟ ରାୟଙ୍କ କାର୍ଯ୍ୟ ବୋଲି ସିବିଆଇ ଶୁକ୍ରବାର କଲିକତା ହାଇକୋର୍ଟଙ୍କୁ ଜଣାଇଛି। କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶୁକ୍ରବାର ହାଇକୋର୍ଟଙ୍କୁ ଜଣାଇଛି ଯେ ଏହି ଘଟଣା ଏକ ଗଣଦୁଷ୍କର୍ମ ନୁହେଁ ବରଂ ଜଣେ ଅପରାଧୀଙ୍କ କାର୍ଯ୍ୟ। ଗତ ଶୁଣାଣିରେ କଲିକତା ହାଇକୋର୍ଟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ପଚାରିଥିଲେ ଯେ ସଞ୍ଜୟ ରାୟ ଏକମାତ୍ର ଅପରାଧୀ ନା ଅନ୍ୟମାନେ ଏହି ଅପରାଧରେ ସମ୍ପୃକ୍ତ ଅଛନ୍ତି। ଶୁକ୍ରବାର ସିବିଆଇ କୋର୍ଟରେ ସ୍ପଷ୍ଟ କରିଛି ଯେ ତଦନ୍ତ ସମୟରେ ମିଳିଥିବା ସମସ୍ତ ପ୍ରମାଣ ଏବଂ ବିଶେଷଜ୍ଞଙ୍କ ମତାମତରୁ ଜଣାପଡୁଛି ଯେ ଅପରାଧ ଏକ ଗଣଦୁଷ୍କର୍ମ ନୁହେଁ । ସିବିଆଇ…

Read More