Author: TRUPTIMAYEE SAHOO

Naxals: ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ)ର ଯବାନଙ୍କୁ ନେଇ ଗଠିତ ସୁରକ୍ଷା ବାହିନୀର ଏକ ମିଳିତ ଟିମ୍ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିବା ବେଳେ ଏହି ଗୁଳିବିନିମୟ ହୋଇଥିଲା। ଛତିଶଗଡ଼ରେ ପୁଣି ଏନକାଉଣ୍ଟର। ଏଥିରେ ୧୬ ଜଣ ମାଓବାଦୀ ସଫା ହୋଇଯାଇଛନ୍ତି। ସୁକମା ଜିଲ୍ଲାରେ ଶନିବାର ସକାଳେ ହୋଇଥିବା ଗୁଳିବିନିମୟରେ ୧୬ ଜଣ ନକ୍ସଲ ନିହତ ହୋଇଥିବା ବେଳେ ୨ ଜଣ ଯବାନ ଆହତ ହୋଇଛନ୍ତି। ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ)ର ଯବାନଙ୍କୁ ନେଇ ଗଠିତ ସୁରକ୍ଷା ବାହିନୀର ଏକ ମିଳିତ ଟିମ୍ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିବା ବେଳେ ଏହି ଗୁଳିବିନିମୟ ହୋଇଥିଲା। ଅଧିକାରୀ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱସ୍ତ ସୂଚନା ଆଧାରରେ କେର୍ଲାପାଲ ଅଞ୍ଚଳରେ ଶୁକ୍ରବାର ରାତିରେ ନକ୍ସଲଙ୍କୁ ଖୋଜିବା ପାଇଁ ଅଭିଯାନ ଆରମ୍ଭ କରାଯାଇଥିଲା। ଏନକାଉଣ୍ଟର ସ୍ଥଳରୁ…

Read More