Author: TRUPTIMAYEE SAHOO

Trump’s tariffs: ଟ୍ରମ୍ପ ପ୍ରଶାସନ ଦାବି କରିଛି ଯେ ବର୍ତ୍ତମାନର ବାଣିଜ୍ୟ ନିୟମ ଆମେରିକାର ଖର୍ଚ୍ଚରେ ଅନ୍ୟ ଦେଶକୁ ଅନୁକୂଳ ଏବଂ ନୂତନ ଶୁଳ୍କ ଚିନ୍ତାର ବିଷୟ ଭାବରେ ଦେଖାଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ୨ତାରିଖରୁ ନୂଆ ଶୁଳ୍କ ଲାଗୁ କରିବାକୁ ଯାଉଛନ୍ତି, ଯାହାକୁ ସେ ଆମେରିକା ପାଇଁ ‘ମୁକ୍ତି ଦିବସ’ ବୋଲି କହିଛନ୍ତି। ଏହି ଶୁଳ୍କ ସେହି ଦେଶଗୁଡ଼ିକୁ ଟାର୍ଗେଟ କରିବ ଯେଉଁମାନେ ଆମେରିକୀୟ ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲାଗୁ କରନ୍ତି କିମ୍ବା ପ୍ରତିବନ୍ଧକ ବାଣିଜ୍ୟ ନୀତି ଅନୁସରଣ କରନ୍ତି ଯାହାକୁ ହ୍ୱାଇଟ୍ ହାଉସ୍ ଅନ୍ୟାୟ ବୋଲି ବିବେଚନା କରେ । ଏହି ଶୁଳ୍କ ସମ୍ପର୍କରେ ସଠିକ ବିବରଣୀ ଅସ୍ପଷ୍ଟ ରହିଥିଲେ ମଧ୍ୟ କେତେକ ଦେଶ ଏହି ନୂଆ ପଦକ୍ଷେପର ପ୍ରଭାବ ଭୋଗିବେ ବୋଲି ଅନୁମାନ କରାଯାଉଛି। ଟ୍ରମ୍ପଙ୍କ ପ୍ରଶାସନ ବାରମ୍ବାର ଦାବି କରି ଆସୁଛି ଯେ ବର୍ତ୍ତମାନର ବାଣିଜ୍ୟ ନିୟମ ଆମେରିକାର ଖର୍ଚ୍ଚରେ…

Read More