Author: TRUPTIMAYEE SAHOO

Waqf Bill: ବିବାଦୀୟ ଓ୍ଵାକଫ୍ (ସଂଶୋଧନ) ବିଲ୍-୨୦୨୪କୁ ଆଜି ଲୋକସଭାରେ ପୁନର୍ବାର ଆଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ।  ୱାକଫ (ସଂଶୋଧନ) ବିଲ୍ ୨୦୨୪କୁ ନେଇ ଏନଡିଏ ଓ ବିଜେପି ମଧ୍ୟରେ ଜୋରଦାର ମୁହାଁମୁହିଁ ହେବାକୁ ଯାଉଥିବା ବେଳେ ଆଜି ଲୋକସଭାରେ ହଙ୍ଗାମା ହେବାକୁ ଯାଉଛି । ୧୯୯୫ ର ୱାକଫ୍ ଆଇନରେ ସଂଶୋଧନ ଆଣିବା ଉଦ୍ଦେଶ୍ୟରେ ଆସିଥିବା ଏହି ବିଲ୍ ପ୍ରଶ୍ନକାଳ ପରେ ଉପସ୍ଥାପିତ ହେବ ଏବଂ ଏହା ପରେ ୮ ଘଣ୍ଟିଆ ବିତର୍କ ହେବ, ଯାହାକୁ ବୃଦ୍ଧି କରାଯାଇପାରେ। ଶାସକ ବିଜେପି ଏହି ସଂଶୋଧନ ଦ୍ୱାରା ଓ୍ଵାକଫ ସମ୍ପତ୍ତି ପରିଚାଳନାରେ ଉନ୍ନତି ଆସିବ ବୋଲି ଯୁକ୍ତି କରୁଥିବା ବେଳେ ବିରୋଧୀ ଏହି ବିଲକୁ ଅସାମ୍ବିଧାନିକ ଏବଂ ମୁସଲମାନମାନଙ୍କ ପ୍ରତି ଭେଦଭାବପୂର୍ଣ୍ଣ ବୋଲି କହିଛନ୍ତି। ଏହାକୁ ବିରୋଧ କରିବାକୁ ପ୍ରତିଶ୍ରୁତି ଦେଇ ଭାରତ ଜୋରଦାର ରାଜନୈତିକ ଲଢ଼େଇ ପାଇଁ ମଞ୍ଚ ପ୍ରସ୍ତୁତ କରିଛି। ୱାକଫ୍ ବିଲ୍ କ’ଣ? ମୁସଲମାନ ୱାକଫ…

Read More